News
lipub
samparksetu

ଦଶମ ସୁରଥ ମେମୋରିଆଲ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ର ଗ୍ରାଣ୍ଡ ଫାଇନାଲ ମ୍ୟାଚ ଅନୁଷ୍ଠିତ

ଦଶମ ସୁରଥ ମେମୋରିଆଲ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ର ଆଜି ଗ୍ରାଣ୍ଡ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି ।

ଆଜିର ମ୍ୟାଚରେ ବାବା ସାଧୁଗିସେଇଁ କ୍ରିକେଟ ଟିମ ଏବଂ ମୂଳ।ଦେବୀ କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା

ଆଜିର ଏହି ମ୍ୟାଚ ରେ ପାଟରପଦା ଗ୍ରାମର ପରିଚାଳନା କମିଟିର ସମସ୍ତ ସଦସ୍ୟ ବୃନ୍ଦ ଅତିଥି ଭାବରେ ଯୋଗଦାନ କରିଥିଲେ। ଆଜିର ଏହି ସଂଘର୍ଷ ପୂର୍ଣ୍ଣ ମ୍ୟାଚ ୧୫ ଓଭର ବିଶିଷ୍ଟ ମ୍ୟାଚ।

ଏହି ମ୍ୟାଚ ରେ ମୂଳ।ଦେବୀ କ୍ରିକେଟ ଟିମ ଟସ ଜିତି ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିଲେ ଏବଂ ସୁନ୍ଦର ବ୍ୟାଟିଂ ଜରିଆରେ ୧୦୯ ରନ କରି ୧୧୦ ରନର ଟାର୍ଗେଟ ଦେଇଥିଲା ।

BSCT ଟିମ କିନ୍ତୁ ତାର ସବୁ ମୂଲ୍ୟବାନ ୱିକେଟ ହରାଇ ୮୫ ରନ ରେ ପରାଜୟ ବରଣ କରିଥିଲେ ।

new life
You might also like
error: Content is protected !!