News
lipub
samparksetu

H.C.C. କେନ୍ଦୁପଡା ତରଫରୁ ୧୮ତମ ବାର୍ଷିକ ଟୁର୍ଣ୍ଣାମେଣ୍ଟ ରେ ଗନ୍ଧାପାଳ ଚମ୍ପିୟାନ

H.C.C. କେନ୍ଦୁପଡା ତରଫରୁ ୧୮ତମ ବାର୍ଷିକ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ଏହି ଖେଳ ରେ ୧୬ଗୋଟି ଭାଗ ନେଇ ଥିବା ବେଳେ ୨ଗୋଟି ଟିମ୍ S.S.C.K ଗନ୍ଧାପାଳ ଓ M.B.C.Cବାମ୍ବିଲୋ ଫାଇନାଲକୁ ଉତିନ୍ନ ହୋଇଥିଲ । ପ୍ରଥମ ବ୍ୟାଟିଂ କରି ଗନ୍ଧାପାଳ ୧୪ ଓଭରରେ ୧୦୪ରନ୍ କରିଥିବା ବେଳେ ବାମ୍ବିଲୋ କୁ ୧୦୫ ଟାରେ୍ଗେଟେ୍ ଦେଇଥିବା ବେଳେ ୧୩ଓଭରରେ ସମସ୍ତ ୱିକେଟ ହରାଇ ‌୭୯ରନ୍ ସଂଗ୍ରହ କରି ବାମ୍ବିଲୋ ପରାଜୟ ହୋଇଥିଲା।

ଗନ୍ଧାପାଳ ଟିମ୍ ପକ୍ଷରୁ ଦେବେନ୍ଦ୍ର କୁମାର ନାୟକ ମ୍ୟାନେଅଫଦ ମ୍ୟାଚ ହେଇଥିବା ବେଳେ ମ୍ୟାନେଅଫଦ ଟୁଣ୍ଣାମେଟ୍ କବ୍ୟାଲ ପରିଡା ହୋଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଅଲେଖ ପ୍ରସାଦ ଦାସ, ସରପଞ୍ଚ ଅନାମ ମହାଳିକ ଯୋଗଦେଇ ଥିବା ବେଳେ ସମ୍ମାନ ଅତିଥି ଭାବେ ସମାଜସେବା, କରୁଣାକର ପରିଡ଼ା, ପ୍ରେମାନନ୍ଦ ସାହୁ ପୁରସ୍କାର ବିତରଣ ପ୍ରଦାନ କରିଥିଲେ। ଏଥିରେ ଦୁଇ ଦଖ୍ୟ ‌ଅମ୍ପ୍ୟାର ବାବୁନି ମହାପାତ୍ର ,ଦିପକ ପରିଡା ଖେଳଟିକୁ ପରିଚାଳନା କରୁଥିବା ବେଳେ ସ୍କୋର ରେ ଦିପକ ନାୟକ, ଗୁରୁପ୍ରସାଦ ମହାପାତ୍ର ଆଦି ସହଯୋଗ କରିଥିଲେ।

new life
You might also like
error: Content is protected !!