News
lipub
samparksetu
Browsing Category

ଅଞ୍ଚଳ ସମସ୍ୟା

ନିର୍ବାଚନ ପରେ ଶିଥିଳ ଗଲା ପୋୖରପାଳିକା, ହେଲାନି ଥଇଥାନ ପୁଣି ରାସ୍ତାକୁ ଆସିଲେ ଉଠା ଦୋକାନୀ

ଦିନକୁ ଦିନ ବ୍ୟସ୍ତ ବହୁଳ ହୋଇ ପଡୁଛି ଢେଙ୍କାନାଳ ସହର । ହେଲେ ବାସିନ୍ଦା ଏବଂ ଯାତ୍ରୀଙ୍କ ଯାତାୟତ ନିମନ୍ତେ ନାହିଁ ପ୍ରଶସ୍ତ ରାସ୍ତା । କାରଣ ବିଭିନ୍ନ ସ୍ଥାନରେ ସରକାରୀ ରାସ୍ତାକୁ ମାଡ଼ି ବସିଛନ୍ତି କିଛି ଉଠା ଦୋକାନୀ । ଗଣେଶ ବଜାରରୁ ବାଜିଚୌକ୍ ଏବଂ ବାଜିଚୌକରୁ ଷ୍ଟେସନ ବଜାର ଏବଂ

ବିନା ସୂଚନା ଫଳକରେ ବେଆଇନ କାର୍ଯ୍ୟ !

ଢେଙ୍କାନାଳ ଜିଲ୍ଲାର ବହୁ ଚର୍ଚ୍ଚିତ ହିନ୍ଦୋଳ ବ୍ଲକର କାର୍ଯ୍ୟକଳାପ ଅବ୍ୟବସ୍ଥା, ମାତ୍ରାଧିକ ପିସି କାରବାର ପାଇଁ ସର୍ବସାଧାରଣରେ ଚର୍ଚ୍ଚା ଜୋର ଧରିଛି। ତେବେ ପୁଣି ଏକ କେଳେଙ୍କାରୀ ଆସିଛି ପଦାକୁ,ସଠିକ୍ ଜାଗାରେ ନହେବା ସହ ବିନା ସୂଚନା ଫଳକରେ କାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଛି

ଭାଗୀରଥି ସାଗରରୁ ସାତ ଦିନ ଭିତରେ ପଙ୍କମାଟି ନିଷ୍କାସନ ପାଇଁ ଦାବିପତ୍ର

ଭାଗୀରଥି ସାଗର (ନୂଆ ପୋଖରୀ) ଭିତର ପାଖ ହୁଡାରେ ପକାଯାଇଥିବା ପଙ୍କ ମାଟି ସାତ ଦିନ ଭିତରେ ବାହାରକୁ ନିଷ୍କାସନ କରାଯିବା ପାଇଁ ଏକ ଦାବିପତ୍ର ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କୁ ଢେଙ୍କାନାଳ ପୋଖରୀ ସୁରକ୍ଷା ସମିତିର ସଦସ୍ୟମାନେ ସଭାପତି ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର କୁମାର ମିଶ୍ରଙ୍କ

ପୀଡ଼ିତାଙ୍କ ପରିବାରକୁ ଭେଟିଲେ ବିଧାୟିକା ସୋଫିଆ ଓ ଟିମ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଦୁଇଦିନତଳେ ଦୁଷ୍କର୍ମ ଶିକାର ନାବାଳିକା ଶିଶୁର ପରିବାରକୁ ଆଜି ଭେଟିଛନ୍ତି କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ। ବରିଷ୍ଠ କଂଗେସ ନେତା ପୂର୍ବତନମନ୍ତ୍ରୀ ନଗେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷ, ପୂର୍ବତନ

ପାଣିନାଳ ଅବରୋଧକୁ ନେଇ ତାତିଲେ ଗ୍ରାମବାସୀ

ଅନାଦି କାଳରୁ ଘଳିଆରେ ପାଣି ଯାଉଥିଲା। ଏବେ ଜଣେ ମୁଷ୍ଠିମେୟ ବ୍ଯକ୍ତି ଏହି ଘଳିଆ ରାସ୍ତାକୁ ବନ୍ଦ କରିବାକୁ ଚେଷ୍ଠା କରୁଥିବା ଜଣାପଡ଼ିଛି। ଭଦଳିଆପଶି ମୌଜାର ଚାଷୀ ଓ ଗ୍ରାମବାସୀ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଘଟଣାସ୍ଥଳକୁ ଭୁବନ ତହସିଲଦାର ସୂର୍ଯ୍ୟ କୁମାର ଦାସ, ନିର୍ବାହୀ

କଣ୍ଟ୍ରୋଲ ଡିଲର ଉଛେଦ କୁ ନେଇ ଉପଜିଲ୍ଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକରେ କୌଣସି କାରଣ ନଥାଇ ରାଜନୈତିକ ଉଦ୍ଦେଶ୍ୟ ପାଇଁ ମହିଳା ଏସଏସଜି ଗ୍ରୁପ ରୁ କଣ୍ଟ୍ରୋଲ ଡିଲର ସାମଗ୍ରୀ ଯୋଗାଣ ବାତିଲ କରାଯାଇ ଗ୍ରାମଠାରୁ ଦୂର ହାତୀପ୍ରବଣ ଅଞ୍ଚଳରେ ଦିଆ ଯିବାକୁ ନେଇ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଖବରରୁ ପ୍ରକାଶ ହିନ୍ଦୋଳ ବ୍ଲକ

ଭାଗିରଥି ସାଗରରୁ ପଙ୍କ ସମ୍ପୂର୍ଣ୍ଣ ନିଷ୍କାସନ ନକଲେ ଆନ୍ଦୋଳନ କରିବ ସୁରକ୍ଷା ସମିତି

ଭାଗିରଥି ସାଗରରୁ ପଙ୍କ ମାଟି ସମ୍ପୂର୍ଣ୍ଣ ବାହାରକୁ ନିଷ୍କାସନ କରାଯିବାପାଇଁ ଅନୁରୋଧ କରିଛି ଭାଗିରଥି ସାଗର ସୁରକ୍ଷା ସମିତି l ତିନି ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଭାଗିରଥି ସାଗର ଚତୁର୍ପାଶ୍ୱରେ ବସବାସ କରୁଥିବା ସ୍ଥାନୀୟ ଲୋକମାନେ l

ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ନିମନ୍ତେ ଦାବିପତ୍ର ପ୍ରଦାନ

ଢେଙ୍କାନାଳ ଜିଲ୍ଳା ସଦର ମହକୁମା ଠାରୁ ରାଜଧାନୀ ପର୍ଯ୍ୟନ୍ତ ଖୋଲାଯାଇଥିବା ଅସଂଖ୍ୟ ଘରୋଇ ହସ୍‌ପିଟାଲଗୁଡ଼ିକର ଉପସ୍ଥିତି ସୂଚାଇ ଦେଉଅଛି ଯେ, ରାଜ୍ୟ ସରକାର ଜନସାଧାରଣଙ୍କୁ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବିଫଳ ହୋଇଛନ୍ତି। ଜୀବନ ରକ୍ଷା ପାଇଁ ରାଜ୍ୟବାସୀ ଘରୋଇ ହସ୍‌ପିଟାଲର ଦ୍ୱାରସ୍ଥ

ଶାରୀରିକ ଅକ୍ଷମ କାହ୍ନୁ ପାଇଁ ସରକାରୀ ସହାୟତା ସାତସପନ

ଓଡ଼ାପଡ଼ା ବ୍ଲକ ବଦାଳୁ ପଞ୍ଚାୟତ ଅନ୍ତର୍ଗତ ହାଣ୍ଡିଫୁଟା ଗ୍ରାମର ହରିଜନ ବସ୍ତିର କାହ୍ନୁ ନାଏକ ଜଣେ ଶାରୀରିକ ଅକ୍ଷମ ଗରିବ ବ୍ୟକ୍ତି ସରକାରୀ ସହାୟତାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି।ଗରିବ ଜନତାଙ୍କର ଆର୍ଥିକ ଅବସ୍ଥାର ଉନ୍ନତ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାରଙ୍କ

ଘରପୋଡ଼ିର ୭ ବର୍ଷ ପରେ ମଧ୍ୟ ମିଳୁନି ଘର

ଘରପୋଡ଼ିର ୭ ବର୍ଷ ପରେ ମଧ୍ୟ ଘର ଖଣ୍ଡେ ମିଳୁନାହିଁ l ସାରଳା ସାହୁ ଏବଂ ନିରାକାର ସାହୁଙ୍କ ଚାଳ ଛପର ଘର ଖଣ୍ଡିକ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଗତ ୨୦୧୭ ମସିହାରେ ପୋଡ଼ି ନଷ୍ଟ ହୋଇଯାଇଥିଲା l ସେତେବେଳେ ରାଜସ୍ବ ନିରୀକ୍ଷକ ତଦନ୍ତ କରି ଜରି ପାଲ ଖଣ୍ଡେ ଏବଂ ଦୁଇ ହଜାର ଟଙ୍କା ଦେଇଥିଲେ ଓ
error: Content is protected !!