News
lipub
samparksetu
Browsing Category

ଖେଳ

ପ୍ରକାଶହରି ପ୍ରଧାନ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହାବୀର କ୍ରିକେଟ ଖେଳ ପଡିଆ ଠାରେ ଶନିବାର ଦିନ ପ୍ରଥମ ବାର୍ଷିକ ପ୍ରକାଶହରି ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ ଘାଟିତ ହୋଇଯାଇଛି । ମୂଖ୍ୟ ଅତିଥି ଭାବେ ସମାଜସେବୀ ପଞ୍ଚାନନ ସ୍ୱାଇଁ , ସମ୍ମାନିତ ଅତିଥି ଭାବେ ସମାଜସେବୀ ପ୍ରଦୀପ କୁମାର ସାହୁ ,ପୂର୍ବତନ

୧୫ ତମ ସାଆନ୍ଦା ଜୟ ଭାରତୀ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଘାଟିତ

ସାଆନ୍ଦା ଜୟ ଭାରତୀ କ୍ରିକେଟ କ୍ଲବ ର ୧୫ ତମ କ୍ରିକେଟ ଟୁର୍ଣ୍ଣମେଣ୍ଟ ଉଦଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣ।ମେଣ୍ଟ ୧୬ ଗୋଟି ଟିମକୁ ନେଇ ଆୟୋଜିତ ହୋଇଛି । ପ୍ରଥମ ମ୍ୟାଚ ଟି ଗୁତୁମୁର ଏବଂ ଅନିଲ ୱରିୟରର୍ସ ମଧ୍ୟରେ ଅନୁଷ୍ଠିତ ଆଜି ଅନୁଷ୍ଠିତ ହୋଇଛି । ପ୍ରଥମେ ଗୁତୁମୁର ଟସ ଜିତି

ଜିଲ୍ଲା ମୁକ୍ତ ଚେସ୍ ପ୍ରତିଯୋଗିତା ଉଦଯାପିତ

ଢେଙ୍କାନାଳ ଜିଲ୍ଲା ଓପନ ଚେସ ପ୍ରତିଯୋଗିତା ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ଠାରେ ଆଜି ଉଦଯାପିତ ହୋଇଯାଇଛି । ସଂଧ୍ୟା ୬ ଘଟିକା ସମୟରେ ଉଦଯାପନ ଉତ୍ସବରେ ସଙ୍ଘର ସଭାପତି ନବୀନ ଚନ୍ଦ୍ର ନାରାୟଣ ଦାସ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ , ସମ୍ମାନିତ

ପଦ୍ମପୋଖରୀ ଗ୍ରାମାଞ୍ଚଳ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଜୟପୁରାକାଟେଣୀ ପଞ୍ଚାୟତ ଅନ୍ତର୍ଗତ ପଦ୍ମପୋଖରୀ ଗାଁରେ ୧୫ ତମ ବାର୍ଷିକ ପଦ୍ମେଶ୍ବର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପନୀ ହୋଇଯାଇଛି । ଉଦଯାପନୀ ମ୍ୟାଚରେ ବରିଷ୍ଟ ବିଜେପି ନେତା ବିଭୁତି ଭୂଷଣ ପ୍ରଧାନ ମୁଖ୍ୟ ଅତିଥି । ଅନ୍ୟତମ ସମ୍ମାନିତ ଅତିଥି ଭାବେ

H.C.C. କେନ୍ଦୁପଡା ତରଫରୁ ୧୮ତମ ବାର୍ଷିକ ଟୁର୍ଣ୍ଣାମେଣ୍ଟ ରେ ଗନ୍ଧାପାଳ ଚମ୍ପିୟାନ

H.C.C. କେନ୍ଦୁପଡା ତରଫରୁ ୧୮ତମ ବାର୍ଷିକ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ଏହି ଖେଳ ରେ ୧୬ଗୋଟି ଭାଗ ନେଇ ଥିବା ବେଳେ ୨ଗୋଟି ଟିମ୍ S.S.C.K ଗନ୍ଧାପାଳ ଓ M.B.C.Cବାମ୍ବିଲୋ ଫାଇନାଲକୁ ଉତିନ୍ନ ହୋଇଥିଲ । ପ୍ରଥମ ବ୍ୟାଟିଂ କରି ଗନ୍ଧାପାଳ ୧୪ ଓଭରରେ ୧୦୪ରନ୍ କରିଥିବା ବେଳେ

ଜିଲ୍ଲାସ୍ତରୀୟ ବ୍ୟାଡମିଟନ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଢେଙ୍କାନାଳ ଜିଲ୍ଲାସ୍ତରୀୟ ୫ମ ବ୍ୟାଡମିଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି। ଜିଲ୍ଲା ବ୍ୟାଡମିଟନ ଆସୋସିଏସନ ଢେଙ୍କାନାଳ ଆନୁକୂଲ୍ୟରେ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଛି । ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ ବା ଇଣ୍ଡୋର ହଲରେ ଆଜି ଆୟୋଜିତ ଉଦଘାଟନୀ ଇତ୍ସବରେ

ବନ୍ଧୁତ୍ବପୂର୍ଣ୍ଣ ଫୁଟୁବଲ ଖେଳ ରେ ଦାଣ୍ଡିମାଳ ଫୁଟବଲ କ୍ଳବ୍ ବିଜୟୀ

ଢେଙ୍କାନାଳ ସହର ଉପକଣ୍ଠ ଦାଣ୍ଡିମାଳ ଫୁଟବଲ ପଡିଆରେ ସଦାଶିବପୁର୍ ଫୁଟବଲ କ୍ଳବ୍ ତଥା ଦାଣ୍ଡିମାଳ ଫୁଟବଲ କ୍ଲବ୍ ମଧ୍ୟରେ ଆଜି ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମ ଭାଗ ରେ ସଦାଶିବପୁର୍ ଫୁଟବଲ କ୍ଲବ୍ ପକ୍ଷରୁ ଚଗଲି ଗୋଟିଏ ଗୋଲ୍ ସ୍କୋର କରିଥିଲେ ଅଵଂ

ଗୁଣ୍ଡିଚାପଡ଼ା ସାରଳା କ୍ଲବ୍ ବିଜୟୀ ଘୋଷଣା

ଗଣେଶ ଚତୁର୍ଥୀ ଉପଲକ୍ଷେ ଢେଙ୍କାନାଳ ଉପକଣ୍ଠ ଗୁଣ୍ଡିଚାପଡ଼ା ଠାରେ ମର୍ଣିଙ୍ଗକ୍ଲବ୍ ଢେଙ୍କାନାଳ ଏବଂ ସାରଳା କ୍ଲବ୍ ଗୁଣ୍ଡିଚାପଡ଼ା ମଧ୍ୟରେ ଏକ ବନ୍ଧୁତ୍ବପୂର୍ଣ୍ଣ ଫୁଟବଲମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ମ୍ୟାଚର ୨୩ ମିନିଟ୍ ରେ ସାରଳା କ୍ଲବ୍ ତରଫରୁ ଶେଖ୍ ମୁଜାହିର୍ ଅହମ୍ମଦ (ଲୁଲୁ)

ଗିରିଧାରିପ୍ରସାଦ ପ୍ରିମିୟର ଲିଗ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଗିରିଧାରିପ୍ରସାଦ ଗ୍ରାମରେ ଚଳିତ ବର୍ଷ (ଜିପିଏଲ୍) ଗିରିଧାରିପ୍ରସାଦ ପ୍ରିମିୟର ଲିଗ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ରେ ୫ଟି ଦଳ ଭାଗ ନେଇ ଥିଲେ ।ଫାଇନାଲ ମ୍ଯାଚ ଟି ସୁନିଲ ସୁପର ଲେଟିଉସ ଓ ନରୋତ୍ତମ ରାଇଜିଂ ଷ୍ଟାର ମଧ୍ଯରେ

୭ମ କେସିସି ଅଣ୍ଡର-୧୫ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଚଳିତ ବର୍ଷ କାରନ୍ଦା ଖେଳ ପଡିଆ ଠାରେ, କାରନ୍ଦା ଗ୍ରାମ ପକ୍ଷରୁ ୭ମ କେସିସି ଅଣ୍ଡର-୧୫ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଉକ୍ତ ଉଦଯାପନୀ ମ୍ୟାଚ ରେ ନୂଆ କ୍ରିକେଟ ଦଳ ଓ ଖଜୁରିଆକଟା କ୍ରିକେଟ ଦଳ ଫାଇନାଲ ମ୍ୟାଚ କୁ ଉତ୍ତିର୍ଣ୍ଣ ହୋଇ ସାମ୍ନାସାମ୍ନି ହୋଇଥିଲେ । ଖଜୁରିଆକଟା
error: Content is protected !!