News
lipub
samparksetu
Browsing Category

ଖେଳ

ହିନ୍ଦୋଳ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ହିନ୍ଦୋଳ ସ୍ପୋର୍ଟସ ଅସୋସିଏସନ ଆନୁକୂଲ୍ୟରେ ଗତ ଦଶ ଦିନ ଧରି ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ଚାଲି ଥିବା ହିନ୍ଦୋଳ କପ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ ହୋଇଯାଇଛି । ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଟସ ଜିଣି ପ୍ରଥମେ ବ୍ୟାଟିଙ୍ଗ କରି ନୟାଗଡ଼ ଏକାଦଶ ସୀମିତ ୨୦ ଉଭର ମ୍ୟାଚରେ ୯

ମା ତାରିଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ସରଖିଆ ଖେଳ ପଡିଆରେ ଚଳିତ ବର୍ଷର ମା ତାରିଣୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଗୌରୀ ସ୍ପୋର୍ଟିଂ ସିମିଳିଆ ଓ କନ୍ଧପଡା ମଧ୍ଯରେ ଅନୁଷ୍ଠିତ ହୋଇଥିଲା। ଫାଇନାଲ ମ୍ଯାଚ ୧୬ ଓଭର ବିଶିଷ୍ଟ ମ୍ଯାଚରେ ସିମିଳିଆ ପ୍ରଥମେ ବ୍ୟାଟିଂ କରି ୮ ଗୋଟି ୱିକେଟ ହରାଇ ୧୧୪ ରନ କରିବାରେ ସକ୍ଷମ

ସେକସନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ବିଜୟୀ ଟ୍ରଫି ନେଲା ହିନ୍ଦୋଳ

ଗତ ୬ ଫେବୃୟାରୀ ୨୦୨୧ ରୁ ହିନ୍ଦୋଳ ଏନ୍ଏସି ୮ନଂ ଓ୍ଵାର୍ଡ ମୀରାବଜାର ଦ୍ବାରା ଆୟୋଜିତ ସେକସନ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରଫାଇନାଲ ମ୍ୟାଚ ଆଜି ୧୪ ଫେବୃୟାରୀ ରେ ଉଦଯାପନ ହୋଇଯାଇଛି । ଉଦଯାପନୀ ମ୍ୟାଚରେ ହିନ୍ଦୋଳ ଲଗାନ ଏକାଦଶ ସହିତ ହିନ୍ଦୋଳ ଦୁଦୁରକୋଟ ମଧ୍ୟରେ ଅନୁଷ୍ଠିତ

କାଉଁରିଆପାଳ ପ୍ରିମିୟର ଲିଗ ଉଦଯାପିତ, ବୁଲେଟ ଏକାଦଶ ଚମ୍ପିୟାନ

ଓଡ଼ାପଡ଼ା ବ୍ଲକ କାଉଁରିଆପାଳ ଠାରେ ମା ବାଉତୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ କାଉଁରିଆପାଳ ପ୍ରିମିୟର ଲିଗ-୨୦୨୧ ଉଦଯାପିତ । ଗୁଣଦେଇ ଗ୍ରା:ପ ର ପୂର୍ବତନ ସରପଞ୍ଚ ତଥା କାଉଁରିଆପାଳ ର ବାସିନ୍ଦା ସ୍ୱର୍ଗତ ରୁଦ୍ରନାରାୟଣ ନାୟକ ଙ୍କ ସ୍ମୃତିରେ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ରେ

ଆରମ୍ଭ ହୋଇଛି ୧୪ ତମ ସନ୍ତୋଷ ଓ ଦୁଷ୍ମନ୍ତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ଘୋଡାଡିଆଁ ଗ୍ରାମରେ ଗତକାଲି ୧୪ ତମ ସନ୍ତୋଷ ଓ ଦୁଷ୍ମନ୍ତ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହୋଇଯାଇଛି । ପ୍ରଥମ ମ୍ୟାଚ ଟି ପୁରୁଣା ତିଗିରିଆ ଓ ଚୌଦ୍ୱାର ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଚୌଦ୍ୱାର ବିଜୟ ଲାଭ କରିଥିଲା ।

ବାଲିଯୋରନ୍ଦା ମା’ କାମନା କାଳୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ

ଢେଙ୍କାନାଳ ଗଁଦିଆ ବ୍ଲକ ରାଇତଳା ପଞ୍ଚାୟତ ଅନ୍ତର୍ଗତ ବାଲିଯୋରନ୍ଦା କ୍ରୀଡା ପ୍ରାଙ୍ଗଣରେ ମା କାମନା କାଳୀ କ୍ରିକେଟ ଟୁର୍ନାମେଣ୍ଟ ଆଜି ଅଷ୍ଟମ ଦିନରେ ଉଦଯାପିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣ।ମେଣ୍ଟରେ ସ୍ଥାନୀୟ ଅଂଚଳର ଷୋହଳଟି ଟିମ୍ ଭାଗ ନେଇଥିଲେ । ଫାଇନାଲରେ ସନ୍ଥପୁରର ମା' ସିଦ୍ଧ

କାଉଁରିଆପାଳ ପ୍ରିମିୟର ଲିଗ- ୨୦୨୧ ଉଦଘାଟିତ

ଓଡ଼ାପଡ଼ା ବ୍ଲକ କାଉଁରିଆପାଳ ଠାରେ ମା ବାଉତୀ କ୍ରିକେଟ କ୍ଲବ ଆନୁକୂଲ୍ୟ ରେ କାଉଁରିଆପାଳ ପ୍ରିମିୟର ଲିଗ-୨୦୨୧ ଉଦଘାଟିତ । ପ୍ରଥମ ଦିନରେ ପସାସିଂହ କୁ ହରାଇ କାଉଁରିଆପାଳ ଓ ବାଙ୍ଗୁରସିଂହ କୁ ହରାଇ ତଳବାଘଲଣ୍ଡା ବିଜୟଲାଭ କରିଥିଲେ । ଗୁଣଦେଇ ଗ୍ରା:ପ ର ପୂର୍ବତନ ସରପଞ୍ଚ ତଥା

ତୃତୀୟ ମା ପିତ୍ତାବଳୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଆଜି ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ ଏ ସି ୱାର୍ଡ ନଂ-୧୨ ତାରିଣୀ ପଡିଆ ଠାରେ ସାତ ଦିନ ଧରି ଚାଲିଥିବା ମା ପିତ୍ତାବଳୀ କ୍ରିକେଟ ମ୍ୟାଚ ର ଆଜି ରୋମାଂଚକ ଫାଇନାଲ ମ୍ୟାଚ ରେ ପଟଲା ଏକାଦଶ କୁ ଆଜି ଭେଟିଥିଲା ମହଲୁଣ୍ଡା ଟିମ। ଟସ ଜିଣି ସମସ୍ତ ଉଇକେଟ ହରାଇ ୮୮ରନ କରିଥିବା ବେଳେ

ମା ବ୍ରାହ୍ମଣୀଦେବୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ

ମା ବ୍ରାହ୍ମଣୀଦେବୀ କ୍ରିକେଟ ଟୁର୍ଣ୍ଣାଆମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଆଜି ଦକ୍ଷିଣ ପଶି ଓ ଢୋଲପଶି କ୍ରିକେଟ ଟିମ୍ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଅଞ୍ଚଳର ପ୍ରତିଷ୍ଠିତ ରାଜନେତା ଶ୍ରୀ ବିଶ୍ବତୋଶ ସାହୁ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ରୂପେ

୧୧ତମ ସୁବାଷ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ବାଟରଫାଇନାଲ ମ୍ୟାଚ ରେ କଟକ ୟୁନିଅନ ସ୍ପୋର୍ଟିଂ ବିଜୟୀ

ମା ଅନ୍ଧାରୀ କ୍ରିକେଟ କ୍ଲବ ଆନୁକୁଲ୍ଯରେ ଅନୁଷ୍ଠିତ ୧୧ତମ ସୁବାଷ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ବାଟରଫାଇନାଲ ମ୍ୟାଚ ରେ ଅନୁଗୁଳ ର ମା ବୁଢୀ ଦଳ ସହିତ ୟୁନିଅନ ସ୍ପୋର୍ଟଂ କଟକ ମଧ୍ଯରେ ଖେଳା ଯାଇଥିଲା ଅନୁଗୁଳ ମା ବୁଢୀ ଟସ୍ ରେ ବିଜୟୀ ହୋଇ ପ୍ରଥମେ ବ୍ୟାଟିଂ ର ନିଷ୍ପତ୍ତି
error: Content is protected !!