News
lipub
samparksetu

ଜୀବନ ଜାତକ

ରାୟଗଡ଼ାରେ ସାନପୁଅ ଘରେ ଦି-ମାସ ରହି ଯେତେବେଳେ ଘରକୁ ଫେରି ଅବଧାନେଙ୍କ କଥା ଶୁଣିଲେ , ଠୁକୁରା ଦାସେ ଥମ୍ କରି ବସିପଡିଲେ । ତାଙ୍କ ସନ୍ଦେହ ସର୍ବଦା ସେ ଦି କୁଳାଙ୍ଗାରଙ୍କ ଉପରେ ଥିଲା । କିନ୍ତୁ ଏଭଳି ମିଛ ଓ ଘୃଣ୍ୟ ଅଭିଯୋଗର ସାହାଯ୍ୟ ନେଇ ଶ୍ୟାମାକୁ ବୃଦ୍ଧାଶ୍ରମ ପଠେଇ

ଅଚିହ୍ନା ନାୟିକା-୪

ଦେଖା ହେଲା ସେହି ଅଚିହ୍ନା ନାୟିକାଆଜି ମକର ମେଳାରେ,ମେଳା ବୁଲିବାକୁ ଆସିଥିଲା ଆଜିସେ ତା' ବାପାଙ୍କ ସାଥିରେ। କିଛି କ୍ଷଣରେ ସେ କାହିଁ ଲୁଚିଗଲାଲୋକଙ୍କ ଭିଡ଼ ମଧ୍ୟରେ,ମନ ମଧ୍ୟରେ ମୁଁ ଅନେକ ଖୋଜିଲିସେହି ଲୋକଙ୍କ ଭିଡ଼ରେ। କିଛି କ୍ଷଣ ପରେ ଖୋଜି ମୁଁ ପାଇଲିସେଇ ଅଚିହ୍ନା

ଢେଙ୍କାନାଳ ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନକ୍ଷେତ୍ର ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ୍ ପ୍ରଦାନ ପାଇଁ…

ଢେଙ୍କାନାଳ ଜିଲ୍ଲାରେ ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଓ ପର୍ଯ୍ୟଟକଙ୍କ ସୁବିଧାକୁ ତ୍ୱରାନ୍ୱିତ କରିବା ପାଇଁ ଏକ ସ୍ୱତନ୍ତ୍ର ପ୍ୟାକେଜ୍ ମଞ୍ଜୁର କରିବାକୁ ଶନିବାର କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା ଓ

ଏଟିଏମ ଲୁଟ ଘଟଣାରେ ୨ ଅଭିଯୁକ୍ତ ଗିରଫ !

ଢେଙ୍କାନାଳ ସଦର ଥାନା ବାରଦା ଠାରେ ଥିବା କାନାରା ବ୍ୟାଙ୍କ ଏଟିଏମ ଭାଙ୍ଗି ଲୁଟ ଅଭିଯୋଗରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ।ଏହି ଘଟଣାରେ ଅନ୍ୟ ୫ଜଣ ଏବେବି ଫେରାର ହୋଇଯାଇଛନ୍ତି । ସଦର ବ୍ଲକ ବାରଦା ସ୍ଥିତ କାନାରା ବ୍ୟାଙ୍କ ଏଟିଏମକୁ ଗତ ୨୫ ତାରିଖ ରାତି ପ୍ରାୟ

ଦାଦନ ଖଟିବାକୁ ଯାଇ ଜଳିଗଲା ଗୋଡ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଢେଙ୍କାନାଳ ଜିଲ୍ଳା କଙ୍କଡାହାଡ ବ୍ଲକ କେରଯୋଳି ପଞ୍ଚାୟତ ଝାଞ୍ଜିରି ବେରେଣା ଗ୍ରାମର ଜଣେ ଯୁବକ କେରଳକୁ ଦାଦନ ଖଟିବାକୁ ଯାଇଥିବା ବେଳେ ଗରମ ପିଚୁ ଢଳିଯିବାରୁ ଗୋଡଟି ସମ୍ପୂର୍ଣ୍ଣ ଭାବରେ ପୋଡିଯାଇଛି । ଗୋଡଟି ଦିନକୁ ଦିନ ସଂକ୍ରମିତ ହେଉଥିବା ବେଳେ ଚିକିତ୍ସା ପାଇଁ ଅର୍ଥ ନଥିବାରୁ ଘରେ

ସାଂସଦଙ୍କ ଦ୍ବାରା ବିଭିର୍ଣ୍ଣ ପ୍ରକଳ୍ପର ଶୁଭ ଉଦଘାଟନ

ଢେଙ୍କାନାଳ ଜିଲ୍ଲା ଭୁବନ ଗସ୍ତକରି ଢେଙ୍କାନାଳ ସାଂସଦ ମହେଶ ସାହୁ ଆଜି ଅପରାହ୍ନରେ ବିଭିର୍ଣ୍ଣ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି। ଏହି ଅବସରରେ ପ୍ରଥମେ ସତ୍ୟସାଇ ସେବା ସମିତିର ନୂତନ ଗୃହ ତଥା ସାଇ ମନ୍ଦିରର ଶୁୁଭ ଉଦଘାଟନ କରିଥିବା ବେଳେ ପରେ ମୀରାବାଇ କଳାବିକାଶ କେନ୍ଦ୍ରରେ ପାଚେରୀ

ଜନନୀ ଯନ୍ତ୍ରଣାର ଅନ୍ତ କେବେ ? ହୁଇଲ ଚେୟାରରେ ସନ୍ତାନ ଜନ୍ମ କଲେ ମହିଳା !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡରେ ଜନନୀ ଯନ୍ତ୍ରଣାର ଅନ୍ତ ହେବାର ନାହିଁ । ପୁଣି ଜଣେ ମହିଳା ଏକ ହୁଇଲ ଚେୟାରେ ସନ୍ତାନ ଜନ୍ମଦେବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଶୁକ୍ରବାର ରାତିରେ କଙ୍କଡାହାଡ ଥାନା କୁସୁମୁଣ୍ଡିଆ ଗ୍ରାମ ନଟାରିପଶି ସାହିର ଅନାମ ମୁଣ୍ଡାଙ୍କ

ବାଇଗିଣିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ସୁପର ଓଭରରେ କନ୍ତିଓପୁଟ ଟିମ୍ ଚାମ୍ପିଅନ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ ଅନ୍ତର୍ଗତ ବାଇଗିଣିଆ ମା' ସରସ୍ଵତୀ କ୍ରିକେଟ କ୍ଲବ୍ ଆନୁକୁଲ୍ୟରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି ।ଉଦଯାପନୀ ମ୍ୟାଚ୍ ମୋଟଙ୍ଗା ଥାନା ଅଧୀନସ୍ଥ କୁରୁଣ୍ଟି ବ୍ଲୁ ବିଲିଅନ ମଲ୍ଟି ଷ୍ଟାର କ୍ରିକେଟ କ୍ଲବ୍ ଓ

ଆଖୁ ବାଡିରେ ନିଆଁ ଲାଗି ୪ ଏକରରୁ ଉର୍ଦ୍ଧ୍ବ ଫସଲ ନଷ୍ଟ !

ଆଖୁ ବାଡିରେ ନିଆଁଲାଗି ଚାରି ଏକରରୁ ଉର୍ଦ୍ଧ୍ବ ଫସଲ ନଷ୍ଟ ହୋଇଯାଇଛି ।ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ମୃଦଙ୍ଗା ମଝିପାଳ ମଉଜାରେ। ତେବେ ମୃଦଙ୍ଗା ଓ ମହୁଲପାଳର ଚାଷୀମାନେ ମଝିପାଳ ଏରିଆରେ ଶହଶହ ଏକର ଜମିରେ ଆଖୁ ଚାଷକରି ଢେଙ୍କାନାଳ ଶକ୍ତି ସୁଗାର ମିଲକୁ ବିକ୍ରି କରି

ହିନ୍ଦୋଳ ଉପଖଣ୍ଡରେ ଥମୁନି ହାତୀ ଆକ୍ରମଣ , ଦନ୍ତା ଆକ୍ରମଣରେ ଜଣେ ଗୁରୁତର !

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ହିନ୍ଦୋଳ ବନାଞ୍ଚଳରେ ବଣୁଆ ହାତୀ ଆତଙ୍କ ଦ୍ୱାରା ଏବେ ଗାଁ ଗାଁ ରେ ସଂଧ୍ୟା ହେଲେ ତାଟିକାବାଟ ପଡିଯାଉଥିବା ଦେଖିବାକୁ ମିଳିଛିl ରସୋଳ କାଳିଆ ପଥର ଗ୍ରାମରେ ଗତକାଲି ସଂଧ୍ୟା ସମୟରେ ଗ୍ରାମ ନିକଟ ରାସ୍ତାରେ ବୁଦ୍ଧିଆ ନାୟକ ନାମକ ଯୁବକ ଙ୍କୁ ହାତୀ କଚାଡି
error: Content is protected !!