News
lipub
samparksetu
samparksetu
samparksetu
samparksetu
lipub
samparksetu
samparksetu

Recent Posts

ନିଯୁକ୍ତି ବଦଳରେ ଜମିହରାଙ୍କୁ ଏମଜିଏମ ର ଧମକ !

ଏମଜିଏମ କମ୍ପାନୀ ଫାଟକ ସାମ୍ନାରେ ନିଯୁକ୍ତି ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ଜମିହରା ପ୍ରଜା।ବର୍ଷ ବର୍ଷ ଧରି ଏକାଧିକବାର ପ୍ରଶାସନର ହସ୍ତକ୍ଷେପ ଲୋଡିଥିଲେ ମଧ୍ୟ ନ୍ୟାୟ ନମିଳିବାରୁ ଜେଲ୍ ଯିବେ ପଛେ ଆନ୍ଦୋଳନରୁ ଓହରି ବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ଜିଲ୍ଳାପ୍ରଶାସନ ସ୍ତରରେ ଏକାଧିକ ଥର ବୈଠକ କରାଯାଇଥିଲେ ମଧ୍ୟ,କାରଖାନା କତୃପକ୍ଷ ଓ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ସମାଧାନ ପାଈଁ ପଦକ୍ଷେପ ନିଆଯାଉ ନ ଥିବା
Read More...

ଡି. ଆଇ. ଇ. ଟି. ଢେଙ୍କାନାଳ ରାଜ୍ୟରେ ଶ୍ରେଷ୍ଠ ପ୍ରଶିକ୍ଷଣ ପ୍ରତିଷ୍ଠାନ

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ଉଲ୍ଲେଖନୀୟ ଅବଦାନ ଲାଗି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ( ଡି.ଆଇ. ଇ.ଟି. ) ବିଭାଗରେ ଢେଙ୍କାନାଳ ଡି.ଆଇ.ଇ.ଟି. ରାଜ୍ୟ ସ୍ତରରେ ଶ୍ରେଷ୍ଠ ହୋଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମlଝିଙ୍କ ଠାରୁ ପୁରସ୍କୃତ ହୋଇଛି l ରାଜ୍ୟ ସ୍ତରୀୟ ଗୁରୁଦିବସ

ଅଧ୍ୟକ୍ଷା ସସ୍ମିତାରାଣୀ ନାୟକ ଦେଲେ ବିଡ଼ିଓଙ୍କ ନାମରେ ଏତଲା

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅଧ୍ୟକ୍ଷାଙ୍କୁ ବିଡ଼ିଓ ଜାତିଗତ ଆକ୍ଷେପକରି ମାଡ଼ମାରିବାକୁ ନେଇ ଥାନାରେ ଅଧ୍ୟକ୍ଷାଙ୍କ ଅଭିଯୋଗକୁ ନେଇ ହିନ୍ଦୋଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଖବରରୁ ପ୍ରକାଶ ଯେ , ହିନ୍ଦୋଳ ବ୍ଲକ ଅଧ୍ୟକ୍ଷା ସସ୍ମିତାରାଣୀ ନାୟକଙ୍କ ଅଭିଯୋଗକ୍ରମେ ବିଭିନ୍ନ କାର୍ଯ୍ୟ

ଶିକ୍ଷକ ଅଭାବକୁ ନେଇ ଚଣ୍ଡୀପାଳ ବିଦ୍ୟାଳୟରେ ପଡିଲା ତାଲା

ଦୀର୍ଘ୍ୟ ଦିନ ହେଲା ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବ ନେଇ ବିଦ୍ୟାଳୟ ପରିଚାଳନା କମିଟ୍ ଅଭିଯୋଗ କରିଆସୁଥିଲେ । କିନ୍ତୁ ଶିକ୍ଷାଧିକାରୀଙ୍କଠାରୁ କୌଣସି ସୁଫଳ ନପାଇ ବୁଧବାର ବିଦ୍ୟାଳୟର ଫାଟକରେ ତାଲା ପକାଇଛନ୍ତି ଗ୍ରାମବାସୀ ଓ କମିଟ୍ ମେମ୍ବର । ଯାହାଫଳରେ କି ଫାଟକ ବାହାରେ ଛାତ୍ରଛାତ୍ରୀ ଓ

୨ ଶିକ୍ଷକ ପାଇବେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଢ଼େଙ୍କାନାଳ ଜିଲ୍ଲାର ଶ୍ରେଷ୍ଠ (ମାଧ୍ଯମିକ ଶିକ୍ଷକ ପୁରସ୍କାର ) ପାଇବା ନିମନ୍ତେ ଭୁବନ ବ୍ଲକରେ କାର୍ଯ୍ୟରତ ମନୋନୀତ ୨ ଜଣ ଶିକ୍ଷକ ମନୋନୀତ ହୋଇଛନ୍ତି। ଭୁବନ ବ୍ଲକ ଅନ୍ତର୍ଗତ ବାଳିବୋ ସରକାରୀ ଉଚ୍ଚ ବିଦ୍ୟାଳୟ ର ଶିକ୍ଷକ ପ୍ରଫୁଲ୍ଲ କୁମାର ବାରିକ
error: Content is protected !!