News
lipub
samparksetu
Browsing Category

ଫୁରସତ

ଜୀବନ ର ରଙ୍ଗ

କେବେ ଜନ୍ମଦାତ୍ରୀ ମା / ବୋଉ କଥା ମନେ ପକାନ୍ତି ? ତାର ଅକ୍ଲାନ୍ତ ପରିଶ୍ରମ, ଅନିଦ୍ରା, ସ୍ବାର୍ଥ ତ୍ୟାଗ, ସୁରକ୍ଷା ପ୍ରଦାନ , ତାଗିଦ୍ ଇତ୍ୟାଦି ବିଷୟ ରେ ଅନୁଶୀଳନ କରିଛନ୍ତି ? କେତେବେଳେ ଫାଙ୍କା ମୂହୁର୍ତ୍ତ ରେ ଭାଵିଛନ୍ତି ତାର ଦାୟିତ୍ୱବୋଧତା ବିଷୟରେ ? ବାର୍ଦ୍ଧକ୍ୟ ରେ ସଢୁଥିଵା

ହୃଦୟ ମନ୍ଦିରେ

ହୃଦୟ ମନ୍ଦିରେ ମନ ସଳିତାରେ ଲୁହର ଦୀପାଳୀ ଜାଳିସାଜି ପୂ ଜାରିଣୀ କରିଛି ପ୍ରତୀକ୍ଷା ଧରି ନିରାଜନା ଥାଳି ||0|| ମନ ଯମୁନାରେ ଉଜାଣି ଉଠୁଛି ଝରେ ପ୍ରେମ ସୁଦ୍ଧା ବାରିଆଶା ଉପବନେ ଭକତି

ଅନ୍ତହୀନ ଦିଗନ୍ତ

ଜୀବନର ଚୋରା ଚଇତାଳି ପରିଅଦିନିଆ ସମୟ ଗୁଡ଼ିକଚିତ୍କାର ପରେ ଚିତ୍କାରକରି ଉଠେ । କେତେବେଳେ ମୁଠାଏ ଭାତ,ବୁନ୍ଦାଏ ପାଣି, ଚିରୁଡ଼ାଏ କନା,ଟିକିଏ ଶାନ୍ତି ପାଇଁ ।ଉଛୁଳା ନଈ,ସମୁଦ୍ରର ଜୁଆର-ଭଟ୍ଟା ପରିଅହରହ ଜୀବନ । କେବେ ଅଟକି ଯାଏନା,କି ଥକି ବସିପଡ଼େନା,କ'ଣ ବା ଅଛିକେତେ ସମୟ ପାଇଁ

ବୋଉ , ମା , ମାମ୍ମା

ସେମାନେ ଖଣ୍ଡେ କାଗଜ ଧରେଇଦେଇ ମୋତେ କହିଲେ "ମା ର ପରିଭାଷା ଲେଖେ"। ମୁଁ ତାଙ୍କୁ ଅନେଇଲି । ଯେମିତି ଅନାଏ ଗୁଣ୍ଡୁଚିମୂଷାକୁ କିମ୍ବା ଆମ ମଶାଣିରେ ଫୁଟିଥିବା ମଲ୍ଲି ଫୁଲକୁ । "ମଶାଣୀ ଫୁଲ ର ବାସ୍ନା ତୁମେ କେବେ ଶୁଙ୍ଘିଛ କି"? ଏ ପ୍ରଶ୍ନ ରେ ସେ ହାତବାକ୍ ହେଲା ନାହିଁ

ମହାନଦୀର ମମତା

ଦେଖ ହେ କେମିତି ନୀରବେ କାନ୍ଦୁଛି ଆମ ମହାନଦୀ ମାତାକଲ୍ଲୋଳିନୀର ନାହିଁ କୋଳାହଳ, ସ୍ତବ୍ଧ ଖରସ୍ରୋତା ।କରୁଣାର ଧାରା ସଦା ପ୍ରବାହିତ ଉତ୍କଳ ମହାନଦୀଦେଖିଛ କି କେହି କେଉଁ କାଳ

ବଳିରୁ କଳି

କେତେ ଥର କହିଲିଣି ,ହେଲେ ମୋ କଥା କିଏ ଶୁଣୁଛି । ହଁ ମୋର ତ ଏ ଘରେ ଓଜନ ନାହିଁ କି କଥାର କିଛି ମୁଲ୍ୟ ନାହିଁ । ଯାହା ବି କହିଲେ ଶୁଣେ କିଏ ? ଏତେ ଅବସ୍ଥା ହେଲା ପରେ ବି ତୁମ ମୁଣ୍ଡକୁ କେବେ ଯାଇ ବୁଦ୍ଧି ଆସିବ ସେ ମା ବନଚଣ୍ଡୀ ହିଁ ଜାଣେ । ମା ଲୋ ମା ବନଚଣ୍ଡି ତୁ ହି ଭରସା ! ଏତେ

ଅଦୃଷ୍ଟ ଈଶ୍ୱର

ବିଶ୍ୱ ବ୍ରହ୍ମାଣ୍ଡର ବୈଭବ ଠାକୁରପରଂବ୍ରହ୍ମ ଜଗନ୍ନାଥଚିର ଜାଗରିତ ଚିନ୍ମୟ ଚେତନାତୁମେ ପଞ୍ଚ ମହାଭୂତ ll ମାଟିରୁ ଆକାଶ ଅନ୍ତୁଡ଼ିରୁ ଜୁଇକେବଳ ତୁମେ ହିଁ ତୁମେଅଦୃଷ୍ଟ ଈଶ୍ୱର ପ୍ରଭୁ ପରାତ୍ପରବ୍ୟାପୀ ଅଛ ତ୍ରିଭୁବନେ ll ତୁମ ସର୍ଜନାର ବିନ୍ଦୁଟିଏ ମାତ୍ରକ୍ଷୁଦ୍ର ମୁଁ ଭକତ ଛାରଭାବନାରେ
error: Content is protected !!