କଙ୍କଡ଼ାହାଡ଼ ରେ ଧାନ ମଣ୍ଡି ଶୁଭ ଉଦଘାଟନ
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କରଗୋଳା ପଞ୍ଚାୟତ ସଶାପଶି ଗ୍ରାମରେ ଧାନ ମଣ୍ଡିର ଶୁଭ ଉଦଘାଟନ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି କଙ୍କଡ଼ାହାଡ଼ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର ଯୋଗ ଦେଇ ଥିବା ବେଳେ କରଗୋଳା ପଞ୍ଚାୟତ ସରପଞ୍ଚ ତାପସ ପାଣି, ଗୋଷ୍ଠୀ ପ୍ରକଳ୍ପ ସଂଯୋଜିକ ବିଭାବରୀ!-->…