News
lipub
samparksetu

ରୟାଲ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ ଉପକଣ୍ଠ ରଞ୍ଜା ସ୍ଥିତ ରୟାଲ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲର ବାର୍ଷିକ କ୍ରୀଡା ୩ ଦିନ ବ୍ୟାପି ଅନୁଷ୍ଠିତ ହୋଇ ତା୨୩/୧୨/୨୦୨୨ ରିଖ ଶୁକ୍ରବାର ଦିନ ଉଦଯାପିତ ହୋଇଯାଇଛି। ଏଥିନିମନ୍ତେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଦୀପ କୁମାର

ରାଜ୍ୟ ମହିଳା ମୋର୍ଚ୍ଚାର ପ୍ରବାସ କାର୍ଯ୍ୟକ୍ରମ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ରେଙ୍ଗାଳି ପାଣିପଞ୍ଚାୟତ ସଭା ଗୃହରେ ଶୁକ୍ରବାର ଅପରାହ୍ନରେ ରାଜ୍ୟ ମହିଳା ମୋର୍ଚ୍ଚାର ପ୍ରବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲାକୁ ୨ ଦିନିଆ ଗସ୍ତରେ ଆସିଥିବା ଉତ୍ତରପ୍ରଦେଶର ମହିଳା ମୋର୍ଚ୍ଚାର ନେତ୍ରୀ ଆୟୁସି ଶ୍ରୀମାଲି ଉକ୍ତ

ସବର୍ଣ୍ଣ ମାନେ ଧାନ କାଟିନେଲେ ; ଣୁଣିଲାନି କାମାକ୍ଷାନଗର ପୋଲିସ,ଗ୍ରାମବାସୀ ଏସପିଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ରାଇବୋଲ ମହୀଧରପୁର କମଣା ଗ୍ରାମରେ ଜଙ୍ଗଲ ଜମିରେ ଚାଷ କରିଥିବା ଧାନକୁ କେତେକ ସବର୍ଣ୍ଣ ବ୍ୟକ୍ତି କାଟିନେବାକୁ ମସୁଧା କରୁଥିବା ବେଳେ ବମ ପକାଇ ହତ୍ୟା କରିବାକୁ ଧମକ ଚମକ ଦେଉଛନ୍ତି । ତେବେ ଏହି ଘଟଣାରେ କାମାକ୍ଷାଗର ପୋଲିସ ନିରବଦ୍ରଷ୍ଟା ସାଜିଛି

ମହୁମାଛି ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ମାରୁଆ ବିଲି ପଂଚାୟତ ର ମାରୁଆ ବିଲି ଗ୍ରାମର ଶତ୍ରୁ ଘନ ନାଏକ ଙ୍କ ପୁତ୍ର ରାମଚନ୍ଦ୍ର ନାଏକ (୩୫) ଙ୍କର ମହୁମାଛି ଆକ୍ରମଣରେ ମୃତ୍ୟୁ ବରଣ ହୋଇଛି । ସୂଚନା ଅନୁଯାୟୀ ଗତ ୨୦ ତାରିଖରେ କଙ୍କଡ଼ାହାଡ଼ ଥାନା କୁ କୌଣସି ଏକ ମାମଲାରେ ସେ ଯାଇଥିଲେ ।

ମର୍ଣ୍ଣିଂୱାକ୍ କରୁଥିବା ସମୟରେ ଚଢିଗଲା ଅଜଣା ଗାଡି,ବୃଦ୍ଧା ଗୁରୁତର ଆହତ

ଭୁବନ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥ ବାଇପାସ୍‌ରେ ଜଣେ ବୃଦ୍ଧା ମର୍ଣ୍ଣିଂୱାକ୍ କରୁଥିବା ସମୟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ବୃଦ୍ଧାଙ୍କର ଦୁଇ ଗୋଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ନଂ-୨

ମାଡି ଚାଲିଛି ଗାଈ ଗୋରୁ୍‌ଙ୍କ ଏଲଏସଡି ରୋଗ ; ଖାଲି ପଡିଛି ଶହ ଶହ ଡାକ୍ତର ପଦବୀ, ପିଅନଙ୍କୁ ନେଇ ଚାଲିଛି କାର୍ଯ୍ୟ

ଢେଙ୍କାନାଳ ଜିଲ୍ଲାରେ ଶୀତଦିନରେ ଗାଈଗୋରୁଙ୍କ ବିଭିନ୍ନ ରୋଗ ଦେଖାଦେଇଥିବାର ଜଣାପଡିଛି । ଗାଁ ଠାରୁ ସହର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଗୃହପାଳିତ ପଶୁମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ବେଳେ ଚିକିତ୍ସାଳୟରେ ଡାକ୍ତର ଏବଂ କର୍ମଚାରୀଙ୍କ ଘୋର ଅଭାବ ଦେଖାଦେଇଛି । ଜିଲ୍ଳାରେ ଗାଈ

ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ଜାତୀୟ ଗଣିତ ଦିବସ ପାଳିତ

କାମାକ୍ଷାନଗର ବ୍ଲକ କାନପୁରା ସ୍ଥିତ ପଞ୍ଚାୟତରାଜ ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ଙ୍କ ତତ୍ୱାବଧାନରେ ତଥା ବରିଷ୍ଠ ଶିକ୍ଷୟିତ୍ରୀ କବିତା ରାଉତ ଙ୍କ ସଭାପତିତ୍ୱ ରେ ଜାତୀୟ ଗଣିତ ଦିବସ ପାଳିତ ହୋଇଯାଇଛି । କାମାକ୍ଷାନଗର ମାହାବିଦ୍ୟାଳୟ ର ବରିଷ୍ଠ ପଦାର୍ଥବିଜ୍ଞାନ

ବ୍ୟବସାୟୀଙ୍କ ଠାରୁ ଲୁଟିନେଲେ ସୁନା ଓ ଟଙ୍କା !

ହିନ୍ଦୋଳ ଉପଖଣ୍ତ ବାଲିମି ଥାନା ଅନ୍ତର୍ଗତ ସାତମାଇଲ ମହିଧରପୁର ରାସ୍ତାରେ ୨୧ ତାରିଖ ବୁଧବାର ଅପରାହ୍ନ ପ୍ରାୟ ୨ଟା ସମୟରେ ଦୁଇଜଣ ଜଣ ଡକାୟତ ଆମ୍ବିଠି ଗ୍ରାମ ତ୍ରିନାଥ ସାହୁଙ୍କ ପୁତ୍ର ହେମନ୍ତ କୁମାର ସାହୁଙ୍କ ନିକଟରୁ ୭୨ ହଜାର ଟଙ୍କା , ସେ ପିନ୍ଧିଥିବା ଗୋଟିଏ ସୁନା ଚେନ ସହ ତାଙ୍କ

ମୁଖ୍ୟ ଚିକିତ୍ସାଳୟରୁ ଜଣେ ଦଲାଲ ଗିରଫ

ଢେଙ୍କାନାଳ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ବିଭିନ୍ନ ନସିଂହୋମ ଦ୍ୱାରା ଦଲାଲ ନିଯୁକ୍ତ କରାଯାଇ ବିଭିନ୍ନ ପ୍ରଲୋଭନ ଦେଖାଇ ରୋଗୀମାନଙ୍କୁ ନର୍ସିଂହୋମ ଆଣିବାର ଘଟଣା ପର୍ଦ୍ଦାଫାଶ ହୋଇଛି । ଏହିଘଟଣାରେ ପୋଲିସ ଜଣକୁ ଗରିଫ କରି ତଦନ୍ତ ଚଳାଇଥିବାର ଜଣାପଡିଛି । ଢେଙ୍କାନାଳ ସହରରେ ୨୦ରୁଅଧିକ
error: Content is protected !!