ସବର୍ଣ୍ଣ ମାନେ ଧାନ କାଟିନେଲେ ; ଣୁଣିଲାନି କାମାକ୍ଷାନଗର ପୋଲିସ,ଗ୍ରାମବାସୀ ଏସପିଙ୍କ ଦ୍ୱାରସ୍ଥ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ରାଇବୋଲ ମହୀଧରପୁର କମଣା ଗ୍ରାମରେ ଜଙ୍ଗଲ ଜମିରେ ଚାଷ କରିଥିବା ଧାନକୁ କେତେକ ସବର୍ଣ୍ଣ ବ୍ୟକ୍ତି କାଟିନେବାକୁ ମସୁଧା କରୁଥିବା ବେଳେ ବମ ପକାଇ ହତ୍ୟା କରିବାକୁ ଧମକ ଚମକ ଦେଉଛନ୍ତି । ତେବେ ଏହି ଘଟଣାରେ କାମାକ୍ଷାଗର ପୋଲିସ ନିରବଦ୍ରଷ୍ଟା ସାଜିଛି!-->…