ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଜିଲ୍ଲା ସମ୍ମିଳନୀ ,ଭାଷା ବିଜ୍ଞାନର ଗବେଷଣା ଆବଶ୍ୟକ
ଢେଙ୍କାନାଳ ସହରସ୍ଥିତ କୁଞ୍ଜକାନ୍ତ ଠାରେଥିବା ମତ୍ସ୍ୟବିଭାଗ ସମ୍ମିଳନୀ କକ୍ଷରେ ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଜିଲ୍ଲା ଶାଖାର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ସମଗ୍ର ବିଶ୍ୱକୁ ଫୋନିଟିକ୍ସର ବାର୍ତ୍ତା ଦେଇଥିବା ଭାଷା ବିଜ୍ଞାନୀଙ୍କ କାର୍ଯ୍ୟଉପରେ ଗବେଷଣା ସହିତ ଅଧିକ ଆଲୋଚନା!-->…