ଜିଲ୍ଲା ଶିକ୍ଷାଧିକାରୀଙ୍କ ବିଚିତ୍ର ନିତୀ ,ମୃତ ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି
ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ ବିଚିତ୍ର ନିତୀ ଦେଖିବାକୁ ମିଳିଛି । ଜଣେ ମୃତ୍ୟୁ ବରଣ କରିଥିବା ଶିକ୍ଷୟିତ୍ରୀଙ୍କୁ ପଦୋନ୍ନତି ମିଳିବା ସହିତ ତାଙ୍କର ସମ୍ପତି ତାଲିକା ପ୍ରଦାନକରିବାକୁ ନିର୍ଦ୍ଦେଶଦିଆଯାଇଥିବାର ଜଣାପଡିଛି । ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟ।ଳୟ ତରଫରୁ ପତ୍ର!-->…