ଉନ୍ନତିର ଚିତାରେ ପ୍ରକୃତିର ଆତ୍ମହୁତି
ତୁ ଅଧୁନା ଧୂସର ଧୂଆଁବିକାଶ ନାଁରେ ବିକୃତ ମୋର କାୟାଉନ୍ନତ ନୁହଁ ତୁ ଉନ୍ମତ୍ତ ବାୟାସର୍ବଗିଳା ଇଛା ତୋରଦିନେ ତୋତେ ନ ହେବରେ ସାହା ।।
ଅହିରାଜ ସୁପ୍ତ କୁଣ୍ଡଳୀରେଚେଇଁ ଶୋଇଛୁ ତୁଜାଗ୍ରତର ସଂସ୍କାରୀ କାମିଜରେମା'ର ଅନ୍ତ ବିଦାରି ଅନ୍ତର କରୁକେତେ ଯେ ଧାତବ ବସ୍ତୁଭୋଗଭରା ଅତୃପ୍ତ ଆତ୍ମାର!-->!-->!-->…