ପହଞ୍ଚିଛି ଶୀତ
ଭଗ୍ନ ଅଥବା ଚାକଚକ୍ୟ ମନ୍ଦିରଆଉ ତା' ଭିତରେ ଥିବା ପ୍ରସ୍ତର ମୂର୍ତ୍ତି ,ଦେବତା ମଧ୍ୟ ଶୀତରେ ଘୋଡେଇ ହୋଇଥିବେସଦ୍ୟଫୁଟା ସୁଗନ୍ଧ ଫୁଲ ଗୁଡିକୁ ।କାକରରେ ଭିଜିବାକୁ ଡରିଥିବ ଝିଣ୍ଟିକାଭୋକ ବିକଳରେ ଆମ ଗୁହାଳ ପାଖକଂକ୍ରିଟରେ ଶୋଇଥିବ ସେ ଗେମେଣା ଷଣ୍ଢ ।ଖବର ଆସିବ ଅମକ ବୁଢ଼ୀ ଚାଲିଗଲାଅମୁକ ଜଣକ!-->…