ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି ଙ୍କ କାର୍ କୁ ବୋମା ମାଡ଼ !
କାର୍ ଉପରକୁ ବୋମା ମାଡ଼। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ମଢିସାହିରେ ଥିବା ପୂର୍ବତନ ଜିଲ୍ଲା ଯୁବ ବିଜେଡି ଉପସଭାପତି କାହ୍ନୁଚରଣ ସାହୁଙ୍କ କାର ଉପରକୁ ଗତ ବିଳମ୍ବିତ ରାତିରେ ଦୁଇ ଜଣ ଦୁର୍ବୁତ୍ତ ବୋମାମାଡ଼ କରିଥିବା ସୂଚନା ମିଳିଛି।ତେବେ ବୋମାମାଡ଼ର କାରଣ ଏଯାଏ ଅସ୍ପଷ୍ଟ ରହିଛି!-->…