ଢେଙ୍କାନାଳ ସମେତ ୪ ଜିଲ୍ଲାର ଟିବି ପିଡୀତଙ୍କ ଦାୟିତ୍ବ ନେଲେ ଧର୍ମେନ୍ଦ୍ର
୨୦୨୫ ସୁଦ୍ଧା ଟିବି ମୁକ୍ତ ହେବ ଭାରତ ନିମନ୍ତେ ଆହ୍ୱାନ ଦେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିବସ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ସମେତ ୪ ଜିଲ୍ଲାର ଟିବି ରୋଗୀଙ୍କ ଦାୟିତ୍ବ ନେଇଛନ୍ତି ।!-->…