କେନାଲ ବୁଡି ଶିଶୁ କନ୍ୟା ମୃତ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ ଅନ୍ତର୍ଗତ ଜିରିଡାମାଳି - ରେଙ୍ଗାଳୀ ବାମ ପାର୍ଶ୍ଵ କେନାଲ ରୁ ଶିଶୁ କନ୍ୟା ମୃତ ଦେହ ଉଦ୍ଧାର । କେନାଲ ବୁଡି ୩ବର୍ଷର ଶିଶୁ ମୃତ।
ମୃତ ଶିଶୁ ହେଲା ବାପୁନ ଚାମ୍ପିଆ ଙ୍କର ୩ବର୍ଷର କନ୍ୟା ସିମେଲ ଚାମ୍ପିଆ । ସକାଳେ ଶିଶୁ କନ୍ୟା କେନାଲ ନିକଟରେ!-->!-->!-->…