ଦଧିସିଙ୍ଗା ଗ୍ରାମରେ ବିଦ୍ୟୁତ୍ ସମସ୍ୟା ସମାଧାନ ପାଇଁ ଦାବିପତ୍ର
ଢେଙ୍କାନାଳ ଜିଲ୍ଲା ଗଁଦିଆ ବିଦ୍ୟୁତ୍ ସବଡିଭିଜନ ଯୋରନ୍ଦା ସେକ୍ସନ ଦଧିସିଙ୍ଗା ଗ୍ରାମରେ ବାରମ୍ବାର ବିଦ୍ୟୁତ୍ ବ୍ୟାଘାତ ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରାମବାସୀ ଗ୍ରାମ ଉପସଭାପତି ମାୟାଧର ମହାନ୍ତି ଓ ସମ୍ପାଦକ ଶ୍ରୀବତ୍ସ ମହାନ୍ତି ନେତୃତ୍ୱରେ ଆଜି ଯୋରନ୍ଦା କନିଷ୍ଠ ଯନ୍ତ୍ରୀଙ୍କୁ!-->…