ଟର୍ଚ୍ଚ ମାରି ହେଉଛି ରୋଗୀ ସେବା,ଅନ୍ଧାରରେ ସୋଲାର ପ୍ରକଳ୍ପ
ଢେଙ୍କାନାଳ ଜିଲ୍ଲାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ରୋଗୀମାନଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇଦେବା ପାଇଁ ବିଜୁଳି ବ୍ୟବସ୍ଥା ନାହିଁ ।
କେତେବେଳେ ଡାକ୍ତରମାନେ ଟର୍ଚ୍ଚ ଲାଇଟ ତ କେତେବେଳେ ମୋବାଇଲ ଲାଇଟରେ ଚିକିତ୍ସା କରିବା ଘଟଣା ଜିଲ୍ଲାରେ!-->!-->!-->…