ସଡ଼କ ଦୁର୍ଘଟଣା ରେ ବାପା ପୁଅ ଗୁରୁତର
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ଜିରିଡାମାଳୀ ଗାଁ ନିକଟ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣାରେ ବାପା ଓ ପୁଅ ଗୁରୁତର ହୋଇଥିବାର ସୂଚନା ମିଳିଛି ।
ଦୀପକ ରଞ୍ଜନ ତ୍ରିପାଠୀ (୪୨) ନିଜ ପୁଅ ଲିକନ ତ୍ରିପାଠୀ (୯ ) କୁ ଶନିବାର ଦିନ ଟିଉସନ ରୁ ଆଣି!-->!-->!-->…