News
lipub
samparksetu

କମ୍ପାନୀ ର ମନମାନି ,ରାସ୍ତା ଖୋଳିବା ପରେ କରୁନାହିଁ ମରାମତି

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଜନସାଧାରଣଙ୍କ ସୁବିଧାପାଇଁ ରାଜ୍ୟସରକାର ୪ବର୍ଷ ତଳୁ ପ୍ରାୟ ୮୦୦କୋଟି ଟଙ୍କାର ମେଗା ପାନୀୟଜଳ ପ୍ରକଳ୍ପ ଆରମ୍ଭ ପାଇଁ ଟେଣ୍ଡର ଆହ୍ୱାନ କରିଥିଲେ ।ଏହି ପ୍ରକଳ୍ପ ଦ୍ୱାରା ନିର୍ବାଚନ ମଣ୍ଡଳୀର ପ୍ରାୟ ୫ଲକ୍ଷ ଉର୍ଦ୍ଧ୍ବ ଜନତା ଉପକୃତ ହେବେ ।

ପୂର୍ତ୍ତବିଭାଗ ଗାଡ଼ି ଧକ୍କାରେ ୧ମୃତ

ରାସ୍ତା ରେ ଜଗି ରହିଛି ଯମ। ପ୍ରବଳ ବର୍ଷା ରୁ ରକ୍ଷା ପାଇବା ପାଇଁ ଆଶ୍ରୟ ନେଇଥିଲେ ପଥିକ। ଦୃତ ଗତିରେ ମାଡ଼ି ଆସିଲା ବୋଲେରୋ । ଚଢି ଗଲା ବାଇକ ଓ ମଣିଷ ଙ୍କ ଉପରେ , ଘଟଣା ସ୍ଥଳ ରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ଆହତ ହୋଇଛନ୍ତି ।ଘଟଣା ଟି ଘଟିଛି ପରଜଙ୍ଗ ଥାନା ପିତିରି ଛକ ରେ ।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅରୁଚିକର ଖାଦ୍ୟ ବଣ୍ଟନ

ରାଜ୍ୟ ସରକାର ସମସ୍ତ ସରକାରୀ ଚିକିତ୍ସାଳୟ ଗୁଡିକରେ ରୋଗୀ ମାନଙ୍କୁ ସୁଷମ ଖାଦ୍ୟ ଦିନକୁ ତିନି ଥର ଯୋଗାଇବା ପାଇଁ ଚେଷ୍ଟା କରୁଛନ୍ତି l ବିଭିନ୍ନ ହସ୍ପିଟାଲରେ ମିଶନ ଶକ୍ତି ମାନଙ୍କ ସହାୟତାରେ ବଣ୍ଟନ କରାଯାଉଛି l ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମିଶନ ଶକ୍ତି ଦ୍ୱାରା ବଣ୍ଟନ

ଚାରି ଦିନ ହେଲା ଘରୁ ଫେରାର ଥିବା ପ୍ରେମିଯୁଗଳ ପିଇଲେ ବିଷ

ପୁରୁଣା କଟକ-ସମ୍ବଲପୁର ରାସ୍ତାର ସାତମାଇଲ ଛକ ନିକଟସ୍ଥା ରାସ୍ତା ପାର୍ଶ୍ୱ ରେ ୨୧ ତାରିଖ ବୁଧବାର ସକାଳୁ ୨ ଜଣ ଯୁବକ ଓ ଯୁବତିଙ୍କୁ ମୁର୍ମୁଶ ଅବସ୍ତାରେ ଉଦ୍ଧାର କରାଯାଇ ନିକଟ ରାସୋଳ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ତାନାନ୍ତର କରାଯାଇଥିବା ଏବଂ ଅବସ୍ଥା ଗୁରୁତର ଥିବାରୁ ଉଭୟ ଙ୍କୁ ଅନୁଗୁଳ

ହିନ୍ଦୋଳବାସୀଙ୍କ ପାଇଁ ଦିବାସ୍ବପ୍ନ ବଡ଼ଯୋର ପ୍ରକଳ୍ପ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନ ମଣ୍ଡଳୀର ଚାଷୀମାନଙ୍କୁ ଚାଷକାର୍ଯ୍ୟ ନିମନ୍ତେ ଆଶା ଆଣିଦେଇଥିଲା ସାପୁଆ-ବଡଯୋର ଜଳସେଚନ ପ୍ରକଳ୍ପ ମାତ୍ର ଆଶା ଆଶାରେ ହିଁ ରହିଗଲା ।୧୯୯୫-୨୦୦୦ମସିହା ସମୟରେ ହିନ୍ଦୋଳ ବାସୀଙ୍କ ଚାଷକାର୍ଯ୍ୟ ପାଇଁ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ରସୋଳ ଦଣ୍ଡିରୀ

ଭଉଣୀ ଘରୁ ରାକ୍ଷୀ ପିନ୍ଧି ଫେରିବା ବାଟରେ ଦୁର୍ଘଟଣା, ଘଟଣା ସ୍ଥଳରେ ଯୁବକ ମୃତ

ରାକ୍ଷୀପୂର୍ଣ୍ଣିମାରେ ଅଘଟଣ , ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା କାରନ୍ଦା ଗ୍ରାମର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି ଏବଂ ମୃତବ୍ୟକ୍ତି ଜଣକ ହେଲେ କାରନ୍ଦା ଗ୍ରାମର ଶିବରାମ ସାହୁ(୫୮) । ଘର ନିକଟସ୍ଥ ବଡ଼ପଶି ଅଞ୍ଚଳରେ ଥିବା ତାଙ୍କ ଚାଷ ଜମିକୁ ସକାଳେ ଯାଇଥିବା ବେଳେ କିଛି

ହାତୀ ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ଯୁବକ

ମହାବିରୋଡ ରେଞ୍ଜ ଡିହଡୋଳ ସେକ୍ସନ ସାଆନ୍ଦା ବିଟ୍ ତୁଲସୀପଶି ଗ୍ରାମରେ ହାତୀ ଆକ୍ରମଣରେ ଅଳ୍ପକେ ବର୍ତ୍ତିଲେ ବାଇକ ଚାଳକ । ତାଙ୍କୁ ‌ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ବ୍ୟକ୍ତି ଜଣଙ୍କ ତୁଳସୀପଶି ଗ୍ରାମର ଦୁଷ୍ମନ୍ତ କୁମାର ସାହୁ (୪୫) । ସେବଆଜି ସକାଳୁ

ବ୍ୟବସାୟୀଙ୍କ ସନ୍ଦେହ ଜନକ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ବାଉଁଶ ପୋଖରୀ ଗ୍ରାମପଂଚାୟତର ସନ୍ତୋଷ (୩୬) ନାମକ ଜଣେ ବ୍ୟବସାୟୀ ନିଜ ଦୋକାନ ମଧ୍ୟରେ ଶୋଇ ଥିବା ବେଳେ ଗତ ବୁଧବାର ବିଳମ୍ବିତ ରାତ୍ରୀରେ ତାଙ୍କର ମୃତ୍ୟୁ ହୋଇ ଯାଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ , ଜଣେ ଗ୍ରାହକ ତାଙ୍କ ଦୋକାନକୁ କ୍ଷୀର ପ୍ୟାକେଟ

ହିନ୍ଦୋଳ ଏନ୍ ଏ ସି ଅର୍ଦ୍ଧନିର୍ମିତ ରାସ୍ତାକୁ ସଂପୂର୍ଣ୍ଣ କରିବାକୁ ସାହି ବାସୀଙ୍କ ଦାବି

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନ୍ ଏ ସି ୨ ନଂ ୱାର୍ଡ ଅନ୍ତର୍ଗତ ବ୍ରାହ୍ମଣ ସାହି କଂକ୍ରିଟି ରାସ୍ତାକୁ ସଂଯୋଗ କରୁଥିବା ଅର୍ଦ୍ଧାଧିକ ଖାଲୁଆ ମାଟି ରାସ୍ତା ଲଗାଣ ବର୍ଷା ଜଳରେ ଉବୁଟୁବୁ ହେଉ ଥିଲେ ହେଁ ଏଠି ପ୍ରତି ବର୍ଷ ବର୍ଷ ଧରି ଏନ୍ ଏ ସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡ଼ି ପାରୁ ନାହିଁ।

ରୁଙ୍ଗଟା କାରଖାନା ରେ ଜମିହରାମହିଳା ମାନଙ୍କୁ ନିଯୁକ୍ତି ନଦେବା ପ୍ରତିବାଦରେ ଦାବିପତ୍ର

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ରୁଙ୍ଗଟା ଇସ୍ପାତ କାରଖାନାରେ ଜମିହରା ପରିବାର ର ଶିକ୍ଷିତ ବେକାର ଯୁବତୀ, ଜମିହରା ପରିବାର ବିଧବା ମୁରବି, ପରିତ୍ୟକ୍ତ ମହିଳା ମାନଙ୍କୁ ରୋଜଗାର କରି ଗୁଜୁରାଣ ମେଣ୍ଟାଇବା ପାଇଁ ସୁଯୋଗ ନଦେବା କୁ ଦୃଢ଼ ନିନ୍ଦା କରିବା ସହିତ ରୁଙ୍ଗଟା ଇସ୍ପାତ କାରଖାନାର ର
error: Content is protected !!