ସ୍ୱୟଂଶାସିତ ମହାବିଦ୍ୟାଳୟ ଡିଗ୍ରୀ ପରୀକ୍ଷା ଫଳ ପ୍ରକାଶିତ
ଢେଙ୍କାନାଳ ସ୍ୱୟଂଶାସିତ ମହଵିଦ୍ୟାଳୟ ଡିଗ୍ରୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳତି ବର୍ଷ ବିଜ୍ଞାନରେ ୯୪ ପ୍ରତିଶତ,କଳାରେ ୮୩ ଏବଂ ବାଣିଜ୍ୟରେ ୫୯ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଥିବାର ଜଣାପଡିଛି ।ରସାୟନ ବିଜ୍ଞାନରେ ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ ଡିଷ୍ଟିନିକସନରେ ରେ ପାସ!-->…