ଛୁଆ ହାତୀର ମୃତ୍ୟୁ,ମୃତ୍ୟୁର କାରଣ ଅସ୍ପଷ୍ଟ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ରେ ସୁରକ୍ଷିତ ନୁହନ୍ତି ଗଜରାଜ, କେତେବେଳେ ଜନ୍ତୁ ଶିକାର ପାଇଁ ବିଛଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ହାତୀ ମୃତ୍ୟୁ ହେଉଥିବା ବେଳେ ଦନ୍ତା ହାତୀର ଦାନ୍ତ ଲୋଭରେ ଶିକାରୀ ଙ୍କ ଗୁଳିରେ ହାତୀର ଜୀବନ ଚାଲିଯାଉଛି ଆଉ ବର୍ଷ ତମାମ ହାତୀ ଆକ୍ରମଣ!-->…