ରାଜପଥ ରେ ବିପଦ ସାଜିଛି ଦଶଫୁଟର ଖାଲ, ତୁରନ୍ତ ମରାମତି କରିବାକୁ ଅଞ୍ଚଳବାସୀ ଙ୍କ ଦାବି
କାମାକ୍ଷାନଗର ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥ ର ବସଷ୍ଟାଣ୍ଡ ନିକଟରେ ଏକ ଦଶ ଫୁଟ ବିରାଟ ଖାଲ ସୃଷ୍ଟି ହୋଇଛି l ଫଳରେ ଯାନବାହାନ ଯାତାୟତ ସହ ସାଧାରଣ ଲୋକ ମାନେ ଯିବା ଆସିବା କରିବାରେ ଅସୁରକ୍ଷିତ ମନେ କରୁଛନ୍ତି l
କାମାକ୍ଷାନଗର ବସଷ୍ଟାଣ୍ଡ ନିକଟରେ ଏହି ଖାଲଟି ହୋଇଥିବା!-->!-->!-->…