ଜୈବିକ ଚାଷ ଉପରେ ଆଲୋକପାତ
ପରଜଙ୍ଗ ଥାନା କଙ୍କଡାହାଡ ବ୍ଲକ ବାମ ପଞ୍ଚାୟତ ରଗଡା ସାହି ଠରେ ଆଇସିଆଇ ଢେଙ୍କାନାଳ ଶାଖା ତରଫରୁ ୨୦ଗୋଟି ସ୍ଵଂୟ ସହାୟକ ଗୋଷ୍ଠୀ ମହିଳା ସଂଗଠନକୁ ନେଇ ଆଜି ଜୈବିକ ଚାଷ ଉପରେ ଏକ ସଭା ଆୟୋଜନ କରାଯାଇଥିଲା l
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାମ ପଞ୍ଚାୟତର ସରପଞ୍ଚ ଫକିର ମହାନ୍ତ!-->!-->!-->…