ସହରରେ ସାମୂହିକ ମନୋରଞ୍ଜନର ଯୁଗ ଶେଷ;ଇତିହାସ ପାଲଟିଲାଣି ସିନେମା ହଲ,ହଜିଗଲେଣି କର୍ମଚାରୀ
ଢେଙ୍କାନାଳ ସହରରେ ମନୋରଞ୍ଜନର ମାଧ୍ୟମ ପାଲଟିଥିବା ସିନେମା ହଲ ଯୁଗ ଶେଷ ହୋଇଯାଇଛି । ସାମାଜିକ ଗଣମାଧ୍ୟମର ବହୁଳପ୍ରସାର ପରେ ଏବେ ସିନେମା ହଲ ଜମାନା ଶେଷହୋଇଯାଇଥିବା ବେଳେ ସେହି ସ୍ଥାନରେ କେଉଁଠି ମଲ ତ କେଉଁଠି ବିଦ୍ୟାଳୟ କାର୍ଯ୍ୟ କରୁଛି ।ଢେଙ୍କାନାଳ ସହରରେ ହେଉଥିବା ସାଂସ୍କୃତିକ!-->!-->!-->…