ସରକାରୀ ସାହାଯ୍ୟକୁ ଚାହିଁ ବସିଛନ୍ତି କିଡିନୀ ରୋଗୀ ସନ୍ତୋଷ
ଚିକିତ୍ସାରେ ଅର୍ଥ ସାଜିଛି ବାଧକ,କିଛି ଜାଣିନପାରିବା ହେତୁ ଚିକିତ୍ସା ପାଇଁ ସରକାରଙ୍କ ପକ୍ଷରୁ ପ୍ରଦତ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଆବଶ୍ୟକ ସ୍ଥଳେ କାମରେ ଲାଗିଲାନି। ତେବେବି ଭଗ୍ନ ମନରେ ବଞ୍ଚିବାର ଆଶା ରଖି ଜୈନକ କିଡିନୀ ଓ ଲିଭର ଜନିତ ରୋଗରେ ଆକ୍ରାନ୍ତ ବ୍ୟକ୍ତି!-->…