ଅଜଣା ଯୁବକ ଙ୍କ ଚିକିତ୍ସlଧୀନ ଅବସ୍ଥାରେ ମୃତ୍ୟୁ
ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଇସିଙ୍ଗା ଗ୍ରାମ ଛକ ନିକଟରେ ଜଣେ ଅଜଣା ଯୁବକ ଙ୍କ ମୃତଦେହ ଉଦ୍ଧାର ହୋଇଛି l ଯୁବକ ଜଣକ ବାଇସିଙ୍ଗା ଛକ ନିକଟରେ ମୁର୍ମୁଷ ଅବସ୍ଥାରେ ପଡିରହିଥିଲେ l
କିଛି ଗ୍ରାମବାସୀ ଏ ସମ୍ପର୍କ ରେ ଖବର ପାଇ ତୁରନ୍ତ ୧୦୮ ଆମ୍ବୁଲାନ୍ସ କୁ ଫୋନ ମାଧ୍ୟମରେ!-->!-->!-->…