ସାପ କାମୁଡ଼ାରେ ଜଣେ ମୃତ, ଜଣେ ଗୁରୁତର
ଗତକାଲି ରାତିରେ ଖାଇପିଇ ଶୋଇବା ପରେ ହିନ୍ଦୋଳ ଏନ ଏ ସି ୱାର୍ଡ ନଂ -୫ଧୁନ୍ଦିନାଳି ଗ୍ରାମର ପୁଷ୍ପଲତା ବେହେରା (୪୫) ଓ ତାଙ୍କ ସ୍ୱାମୀ ଶିଶିର ବେହେରା (୫୨) ଶୋଇଥିବା ବେଳେ କୌଣସି ବିଷାକ୍ତ ସାପ କାମୁଡି ଦେଇଥିଲା ।
ତାଙ୍କୁ ତୁରନ୍ତ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନା ଅଣାଯାଇଥିଲା ମାତ୍ର!-->!-->!-->…