News
lipub
samparksetu

ପରଜଙ୍ଗରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ,ଅଭିଯୋଗ ଆସିଲେ ତଦନ୍ତ କରି ଆକ୍ସନ ନେବାକୁ ଅଧିକାରୀ ମାନଙ୍କୁ ଦେଲେ…

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପଞ୍ଚାୟତ ସମିତି ସଭା ଗୃହ ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ପରଜଙ୍ଗ ବ୍ଲକର ୨୯ ଗୋଟି ପଂଚାୟତ ମଧ୍ୟରୁ ବିଭିନ୍ନ ପ୍ରକାରର ସମସ୍ୟା ଯେଉଁଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଭତ୍ତା ,ମେଡିକାଲ ସମସ୍ୟା, ଜଳ ଯୋଗାଣ, ଜଙ୍ଗଲ ବିଭାଗର

ପ୍ରିୟା ମୋର

ରୂପ ରାଇଜ ର ରୂପ କୁମାରୀ ତୁସୋନ୍ଦର୍ଯ୍ୟ ର ଗନ୍ତାଘର,ନୀଳ ନୟନା କୁ ହରିଣୀ ଚାହାଣିଚୋରି କଲା ମନ ମୋର ।କୋଇଲି ବର୍ଣ୍ଣ ର ଗହଳିଆ କେଶଛାଟି ଦୋଉ ପ୍ରିୟା ଯେବେ,ହୃଦୟ କି ଆଉ ଛାତି ରେ ରହିବତରଳି ଯାଉଛି ସେବେ । ଓଠ ତୋର ପ୍ରିୟା ଗୋଲାପ ପାଖୁଡାଟୁକୁ ଟୁକୁ ନାଲି ଦିଶେ,ଘାଇଲା ହେଉଛି

ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ବାଇକ ,ଏଟିଏମ ,ମୋବାଇଲ ଓ ଟଙ୍କା ଲୁଟିଲେ ଦୁର୍ବୃତ୍ତ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୧୪୯ ନଂ ଜାତୀୟ ରାଜପଥର କୁଲେଇ ଗାଁ ଜିଏମ(GM) ଆଇରନ ଏଣ୍ଡ ଷ୍ଟିଲ ପ୍ଲାଣ୍ଟ ସମ୍ମୁଖରେ ବ୍ୟବସାୟୀଙ୍କୁ ଭୁଜାଲିରେ ହାଣି ତାଙ୍କ ଠାରୁ ଏକ ୟୁନିକର୍ଣ୍ଣ ବାଇକ ,ଏଟିଏମ କାର୍ଡ, ମୋବାଇଲ ଫୋନ ଓ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଗୁରୁତର ଭାବେ

ବ୍ରାହ୍ମଣୀ ରେ ବୁଡି ଛାତ୍ର ନିଖୋଜ ଘଟଣା ; ଉଦ୍ଧାର ହେଲା ଛାତ୍ରଙ୍କ ମୃତଦେହ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଉର୍ଣ୍ଣକୋଟେଶ୍ଵର ନିକଟରେ ଏକ ଅଘଟଣ ଘଟିଯାଇଛି । ଆଜି ବ୍ରାହ୍ମଣୀ ନଦୀରେ ୩ଜଣ ନବମ ଶ୍ରେଣୀର ଛାତ୍ର ଗାଧୋଉଥିବା ବେଳେ ପାଣିର ସୁଅ ମୁହଁରେ ପଡି ଭାସି ଯାଇଥିଲେ । ସେମାନେ ଭାସି ଯାଉଥିବା ବେଳେ ନିକଟରେ ଥିବା ଲୋକମାନେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର

ବିଶ୍ୱ ରେଡକ୍ରସ ଦିବସ ପାଳିତ

ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ଲକ୍ଷ୍ମୀଧର ଉଚ୍ଚ ବିଦ୍ୟାଳୟରେ ପରିସରରେ ଜିଲ୍ଲା ସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଜିଲ୍ଳା ଶିକ୍ଷାଧିକାରୀ ତଥା ଜିଲ୍ଲା ଜୁନିୟର ରେଡକ୍ରସ ସଭାପତି ନିବେଦିତା ପାଣି ଯୋଗଦେଇ ଜୀବନରେ ସେବା ମନୋବୃତି

ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର ; ସାଢେ ଆଠ ପରେ ବିଦ୍ୟାଳୟରେ ପହଞ୍ଚୁଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ

ଢେଙ୍କାନାଳ ଜିଲ୍ଲାରେ ପ୍ରାଥମିକ ଶିକ୍ଷାର ବିକଳ ଚିତ୍ର ଦେଖିଲେ ସରକାରୀ ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥା କେଉଁ ସ୍ଥିତି ଦେଇ ଗତି କରୁଛି ତାହା ସ୍ପଟ ଭାବରେ ବାରି ହୋଇ ପଡୁଛି । ପ୍ରଶାସନ ଶିକ୍ଷା ସଚେତନତା ରଥ ପରିକ୍ରମା କରି ସଚେତନତା ସୃଷ୍ଟି କରୁଥିବା ବେଳେ ବିଦ୍ୟାଳୟରେ ଶିକ୍ଷକ

‘ ମା ‘

ପ୍ରକୃତିର ସେ ଶ୍ରେଷ୍ଠ ଉପହାରସମଗ୍ର ମନୁଷ୍ୟଜାତି ମୁକୁଟତା ପାଖେ ଶେଷ ସବୁ ତୀର୍ଥସ୍ଥଳୀତା ଚରଣେ ଗଙ୍ଗାପାଟ। ଜୀବନ ନଉକା ସେ ଯେ ଚଲାଏନିଜେ ନାଉରୀ ହେଇନିଜେ ପୁଣି ସାଜେ ନଦୀତୀର ସିଏସନ୍ତାନର ଖୁସି ପାଇଁ। ଦିନଯାଏ ତାର ପରିବାର ପାଇଁତାଙ୍କ ସୁଖ ଚିନ୍ତା କରିନିଜପାଇଁ ଭାବିବାକୁ

ଓଡାପଡାରେ ମେଗା ପାନୀୟ ଜଳ ପ୍ରକଳ୍ପ ;ଗାଁ ରାସ୍ତାଖୋଳି ଠିକାଦାର ପାର,ରାସ୍ତା ବିପର୍ଯ୍ୟସ୍ତ

ଢେଙ୍କାନାଳ ଜିଲ୍ଲା ଓଡାପଡା ଓ ହିନ୍ଦୋଳ ବ୍ଲକରେ ଆରମ୍ଭ ହୋଇଛି ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ । ବ୍ରାହ୍ମଣୀ ନଦୀରୁ ପାନୀୟ ଜଳ ଯୋଗାଣନେଇ କାର୍ଯ୍ୟ ଚାଲିଥିବା ବେଳେ ଏହାର ବାସ୍ତବତାକୁ ନେଇ ପ୍ରଶ୍ନଉଠିଛି । ବିଭିନ୍ନ ଗ୍ରାମରେ ପାଇପ ବିଛାଇବା ପାଇଁ କଂକ୍ରିଟ ରାସ୍ତାକୁ ଖୋଳି ଠିକାଦାର

ଇଛା

ଇଛା ହୁଏ ସବୁଜ ବନାନୀ ସାଜିତରୁ ଗହଳରେ ହଜିବାକୁ,ଯୋଉଠି ନା ଥିବ ଭୟ ଜୀବନମୃତ୍ୟୁରନା ଥିବ ଭୟ କିଛି ହରେଇବାକୁ। ପୁଣି ଇଛା ହୁଏ ସୁନେଲି ଆକାଶରଇନ୍ଦ୍ରଧନୁ ସାଜିବାକୁନା ଥିବ କାହାକୁ ଧରାଦେବାର ଭୟକେବଳ ଇଛା ସୌନ୍ଦର୍ଯ୍ୟର ଆଲୋକ ବାଣ୍ଟିବାକୁ। ପୁଣି କେବେ ଇଛା ବସୁଧା ସାଜିଗର୍ଭରେ

ଦର୍ଶନ କରିବାକୁ ଯାଇଥିଲେ ;କପିଳାସ ବାରଵାଙ୍କରେ ଓଲଟିଲା ଅଟୋ, ଜଣେ ମୃତ ୪ ଆହତ

କପିଳାସ ବାରବାଙ୍କରେ ଅଘଟଣ । ଦର୍ଶନ ପାଇଁ ଯାଉଥିବା ବେଳେ ଓଲଟି ପଡିଲା ଯାତ୍ରୀବାହୀ ଅଟୋ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଥିବା ସୂଚନା । ସୂଚନା ମୃତାବକ ଅନୁଗୁଳ ଜିଲ୍ଲାର ତଳମୂଳ ଗ୍ରାମର କିଛି ଯୁବକ ବାବାଙ୍କ ଦର୍ଶନ କରିବାପାଇଁ ଗତରାତି ୧୨ଟା ସମୟରେ ଯାଉଥିଲେ। ଅଟୋଟି
error: Content is protected !!