ବ୍ରାହ୍ମଣୀ ରେ ବୁଡି ଛାତ୍ର ନିଖୋଜ ଘଟଣା ; ଉଦ୍ଧାର ହେଲା ଛାତ୍ରଙ୍କ ମୃତଦେହ
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଉର୍ଣ୍ଣକୋଟେଶ୍ଵର ନିକଟରେ ଏକ ଅଘଟଣ ଘଟିଯାଇଛି । ଆଜି ବ୍ରାହ୍ମଣୀ ନଦୀରେ ୩ଜଣ ନବମ ଶ୍ରେଣୀର ଛାତ୍ର ଗାଧୋଉଥିବା ବେଳେ ପାଣିର ସୁଅ ମୁହଁରେ ପଡି ଭାସି ଯାଇଥିଲେ । ସେମାନେ ଭାସି ଯାଉଥିବା ବେଳେ ନିକଟରେ ଥିବା ଲୋକମାନେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର!-->…