ରାମ ନବମୀରେ ମାନବିକତାର ପରିଚୟ ଦେଖାଇଲେ ବଜରଙ୍ଗ ଦଳ
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଗଡ଼ନୃସିଂହପ୍ରସାଦ ପଞ୍ଚାୟତ ଅନ୍ତର୍ଗତ କାଶୀପୁର ହରିଜନ ସାହିର ୫୫ ବର୍ଷୀୟ ଖେଳଣା ନାଏକ ଙ୍କର ଏକ ମାତ୍ରପୁଅ ଦୀପୁ ନାଏକ (୨୫) ଅର୍ଥ ଅଭାବରୁ ଗତ ସପ୍ତାହରେ ଯକ୍ଷ୍ମାରୋଗରେ ପୀଡିତ ହୋଇ ମୃତ୍ୟୁ ବରଣ କରିଛନ୍ତି । ପରିବାରର ଆର୍ଥିକ ଅବସ୍ଥା ଶୋଚନୀୟ ଥିବା ବେଳେ!-->…