News
lipub
samparksetu

କାଜୁ ପ୍ଲାଣ୍ଟେସନ ନାମରେ ଲକ୍ଷ ଲକ୍ଷ ଟଙ୍କା ଚଳୁ ଅଭିଯୋଗ ;ନ୍ୟାୟ ପାଇଁ ଚାଷୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ବେଲଟିକିରି ପଞ୍ଚାୟତ ଦାମୋଦରନାଳୀ ଗ୍ରାମରେ କାଜୁ ପ୍ଲାଣ୍ଟେସନ ନାମରେ ଲକ୍ଷ ଲକ୍ଷ ଟଙ୍କା ହେରଫେର ହୋଇଥିବା ଚାଷୀ ମାନେ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବରେ ଅଭିଯୋଗ କରିଥିବାର ଜଣାପଡିଛି । ଗ୍ରାମର ତପନ କୁମାର ସାହୁ କାଳନ୍ଦୀ ବେହେରା,ବୁନୁ ନାଏକ,ଦୀପକ

ହାତୀ ଆକ୍ରମଣରେ ଜଣେ ଗୁରୁତର

ଢେଙ୍କାନାଳ ବନଖଣ୍ଡ ମହାବି ରାଡ ରେଞ୍ଜ ଡିହ ଡୋଳ ଫରେଷ୍ଟ ସେକସନ ରିଆ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଆହତ ହୋଇଥିବାର ଜଣାପଡିଛି । କୁମୁସି ପଞ୍ଚାୟତ ରିଆ ଗ୍ରାମର ରବି ନାରାୟଣ ରାଉତ(୬୦) ଏବଂ ବେଣୁଧର ସାହୁ (୬୫)ଗ୍ରାମ ନିକଟରେ ଥିବା କାଜୁ ବଗିଚାକୁ ଯାଇଥିଲେ । ଦିନ ପ୍ରାୟ

ସ୍ବାସ୍ଥ୍ୟ ଓ ଆରୋଗ୍ଯ କେନ୍ଦ୍ର ଶ୍ରୀମୂଳା ଠାରେ ଆନାଲାଇଜର ଉଦଘାଟିତ

ଶୋଭା ଦ୍ବାରା ପରିଚାଳିତ ସ୍ବାସ୍ଥ୍ୟ ଓ ଆରୋଗ୍ଯ କେନ୍ଦ୍ର ଶ୍ରୀମୂଳା ଠାରେ ନବଭାରତ ଭେଞ୍ଚରସ ଲିମିଟେଡ ସହାୟତାରେ ଜନସାଧାରଣ ଙ୍କ ସୁବିଧା ନିମନ୍ତେ ଏକ ସେମି ଅଟୋ ଆନାଲାଇଜର ର ଉଦଘାଟନ ଓ ଜନସାଧାରଣ ଙ୍କ ନିମନ୍ତେ କାର୍ଯ୍ୟଖ୍ୟମ ଢେଙ୍କାନାଳ ର ମାନ୍ୟବର ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଂଚକତା ,ଘର ନପାଇ ଭଙ୍ଗା ଘର ରହୁଛନ୍ତି ବୃଦ୍ଧଙ୍କ ପରିବାର

ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଦଶୀପୁର ପଂଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହେଇଥିବା ଅଭିଯୋଗ କରିଛନ୍ତି । ଯୋଜନାରେ ନାଁ ଥିଲା ଆଉ ତାଙ୍କ ନାଁରେ ଆସିଥିବା ଘର ଅନ୍ୟ ଜଣଙ୍କୁ ମିଳିଲା ସେ ବଞ୍ଚିତ ହେ।ଇଥିବା କହିଛନ୍ତି ଗିରିଆ ନାଏକ ।ଗିରିଆ ନାଏକ ୨୦୧୮-୨୦୧୯ ରେ

କଟାବାହାଳ ଗାଁର ପରିବା ବେପାରୀଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୨ ଗିରଫ

ବନ୍ଧା ହେଲେ ଦୁଇ ମଦ୍ୟପ ଯୁବକ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଟାବାହାଳ ଗାଁରେ ଜଣେ ପରିବା ବେପାରୀଙ୍କୁ ଠେଙ୍ଗାରେ ପିଟି ପିଟି ବିଭତ୍ସ ଭାବେ ହତ୍ୟା କରିଥିବା ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ପାଟରପଦା ଗାଁର ବଗଲା ବାରିକ ଏବଂ ତାଙ୍କ ସହଯୋଗୀ

ଦୃଷ୍ଟି ଆଢ଼ୁଆଳରେ ୫୩ନମ୍ବର ରାଜପଥ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ହାତିଲୁଚାଣି ଛକ ଠାରୁ ପରଜଙ୍ଗ ବଜାର ଦେଇ ଯାଇଥିବା ବାରିହାପୁର ଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ରାଜପଥଟି ମରଣଯନ୍ତା ଅବସ୍ଥାରେ ଥିଲେ ମଧ୍ୟ ମରାମତି ଦିଗରେ ଆଜି ପର୍ଯ୍ୟନ୍ତ ବିଭାଗୀୟ କତୃପକ୍ଷଙ୍କ ନିଦ ଭାଙ୍ଗୁନି ।ଯାହାକି ପ୍ରତ୍ୟେକ ଜନସାଧାରଣଙ୍କ ଠାରୁ

ବି.ବି. ହାଇସ୍କୁଲ ରେ ଓଡ଼ିଶା ଦିବସ ପାଳିତ

ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ଓଡ଼ିଶା ଦିବସ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷା ସେବା -୧(କନିଷ୍ଠ)ଙ୍କ ଅବାହକତ୍ବରେ ଓ ମାର୍ଗଦର୍ଶନରେ ସହକାରୀ ଶିକ୍ଷକ ତଥା ଶିଶୁ ବିଜ୍ଞାନ କଂଗ୍ରେସର

ନିଖୋଜ ଯୁବକ ଙ୍କ ମୃତଦେହ ଉଦ୍ଧାର ; ହତ୍ୟା ଅଭିଯୋଗ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମ ନିକଟ ପଥରଖଣି ନିକଟରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଆଠଗଡ ବିରକିଶୋର ପୁରର ସୂର୍ଯ୍ୟ ତ୍ରିପାଠୀ ଗତ୨୬ ତାରିଖରୁ ନିଖୋଜ ଥିଲେ। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।ଆଜି ସକାଳେ ଢେଙ୍କାନାଳ

ସତ୍ୟସାଇ ସେବା ସଂଗନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ବ୍ଲକ ବଡଝରା ଠାରେ ମହାନ ଉତ୍କଳ ଦିବସରେଶ୍ରୀ ସତ୍ୟସାଇ ସେବା ସଂଗଠନ ଆନୁକୂଲ୍ୟରେ ଏକ ରକ୍ତ ଦାନ ଶିବିର ର ଆୟୋଜନ ହୋଇଯାଇଛି । ଏଥିରେ ଜିଲ୍ଲା ସତ୍ୟସାଇ ସେବା ସଂଗଠନ ର ଜିଲ୍ଲା ସଭାପତି ରଶ୍ମିରଞ୍ଜନ ଦାସ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିଥିବା ବେଳେ ଗ୍ରାମ
error: Content is protected !!