News
lipub
samparksetu

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚଂଚକତା ,ଘର ନପାଇ ଭଙ୍ଗା ଘର ରହୁଛନ୍ତି ବୃଦ୍ଧଙ୍କ ପରିବାର

ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ଦଶୀପୁର ପଂଚାୟତ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ହେଇଥିବା ଅଭିଯୋଗ କରିଛନ୍ତି । ଯୋଜନାରେ ନାଁ ଥିଲା ଆଉ ତାଙ୍କ ନାଁରେ ଆସିଥିବା ଘର ଅନ୍ୟ ଜଣଙ୍କୁ ମିଳିଲା ସେ ବଞ୍ଚିତ ହେ।ଇଥିବା କହିଛନ୍ତି ଗିରିଆ ନାଏକ ।ଗିରିଆ ନାଏକ ୨୦୧୮-୨୦୧୯ ରେ…

କଟାବାହାଳ ଗାଁର ପରିବା ବେପାରୀଙ୍କୁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସହ ୨ ଗିରଫ

ବନ୍ଧା ହେଲେ ଦୁଇ ମଦ୍ୟପ ଯୁବକ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଟାବାହାଳ ଗାଁରେ ଜଣେ ପରିବା ବେପାରୀଙ୍କୁ ଠେଙ୍ଗାରେ ପିଟି ପିଟି ବିଭତ୍ସ ଭାବେ ହତ୍ୟା କରିଥିବା ଘଟଣାରେ ୨ ଜଣ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ହେଲେ ପାଟରପଦା ଗାଁର ବଗଲା ବାରିକ ଏବଂ ତାଙ୍କ ସହଯୋଗୀ…

ଦୃଷ୍ଟି ଆଢ଼ୁଆଳରେ ୫୩ନମ୍ବର ରାଜପଥ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ହାତିଲୁଚାଣି ଛକ ଠାରୁ ପରଜଙ୍ଗ ବଜାର ଦେଇ ଯାଇଥିବା ବାରିହାପୁର ଦୁର୍ଗା ମନ୍ଦିର ପର୍ଯ୍ୟନ୍ତ ରାଜପଥଟି ମରଣଯନ୍ତା ଅବସ୍ଥାରେ ଥିଲେ ମଧ୍ୟ ମରାମତି ଦିଗରେ ଆଜି ପର୍ଯ୍ୟନ୍ତ ବିଭାଗୀୟ କତୃପକ୍ଷଙ୍କ ନିଦ ଭାଙ୍ଗୁନି ।ଯାହାକି ପ୍ରତ୍ୟେକ ଜନସାଧାରଣଙ୍କ ଠାରୁ…

ବି.ବି. ହାଇସ୍କୁଲ ରେ ଓଡ଼ିଶା ଦିବସ ପାଳିତ

ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳ ପରିସରରେ ଓଡ଼ିଶା ଦିବସ-୨୦୨୨ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ଓଡ଼ିଶା ଶିକ୍ଷା ସେବା -୧(କନିଷ୍ଠ)ଙ୍କ ଅବାହକତ୍ବରେ ଓ ମାର୍ଗଦର୍ଶନରେ ସହକାରୀ ଶିକ୍ଷକ ତଥା ଶିଶୁ ବିଜ୍ଞାନ କଂଗ୍ରେସର…

ନିଖୋଜ ଯୁବକ ଙ୍କ ମୃତଦେହ ଉଦ୍ଧାର ; ହତ୍ୟା ଅଭିଯୋଗ

ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମ ନିକଟ ପଥରଖଣି ନିକଟରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଆଠଗଡ ବିରକିଶୋର ପୁରର ସୂର୍ଯ୍ୟ ତ୍ରିପାଠୀ ଗତ୨୬ ତାରିଖରୁ ନିଖୋଜ ଥିଲେ। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।ଆଜି ସକାଳେ ଢେଙ୍କାନାଳ…

ସତ୍ୟସାଇ ସେବା ସଂଗନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ବ୍ଲକ ବଡଝରା ଠାରେ ମହାନ ଉତ୍କଳ ଦିବସରେଶ୍ରୀ ସତ୍ୟସାଇ ସେବା ସଂଗଠନ ଆନୁକୂଲ୍ୟରେ ଏକ ରକ୍ତ ଦାନ ଶିବିର ର ଆୟୋଜନ ହୋଇଯାଇଛି । ଏଥିରେ ଜିଲ୍ଲା ସତ୍ୟସାଇ ସେବା ସଂଗଠନ ର ଜିଲ୍ଲା ସଭାପତି ରଶ୍ମିରଞ୍ଜନ ଦାସ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିଥିବା ବେଳେ ଗ୍ରାମ…

ଠେଙ୍ଗାରେ ପିଟି ପିଟି ପରିବା ବେପାରୀଙ୍କୁ ହତ୍ୟା

ଠେଙ୍ଗାରେ ପିଟି ପିଟି ଜଣେ ପରିବା ବେପାରୀକୁ ହତ୍ୟା କଲା ଭଳି ଏକ ବିଭତ୍ସକାଣ୍ଡ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କଟାବାହାଳ ଗାଁରେ । ମୃତ ପରିବା ବେପାରୀ ଜଣଙ୍କ ପାଟରପଦା ପଞ୍ଚାୟତ ଅନ୍ତର୍ଗତ କଟାବାହାଳ ଗାଁର ରମେଶ ଚନ୍ଦ୍ର ଦେହୁରୀ । ରମେଶ ଗାଁ ପାଖ…

କାମାକ୍ଷାନଗର ଉପଖଣ୍ଡ ସଦର ମହକୁମା ରେ ଉତ୍କଳ ଦିବସ ପାଳିତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ରେ ଆଜି ଉତ୍କଳ ଦିବସ ପାଳିତ ହୋଇଯାଇଛି l ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ସାହୁ ଯୋଗ ଦେଇଥିଲେ l ଏଥିରେ ସମ୍ମାନୀତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ରଞ୍ଜନ କୁମାର ଦେ,…

ଓଡ଼ିଶାର ଜନ୍ମଦିନ

ଚଇତ୍ର ମାସର ଟାଣୁଆ ଖରାଆମ୍ବ ବଉଳର ବାସନା ଭରାସ୍ମୃତିକୁ ଉଖାରେ ମନଉଣିଶ ଛତିଶି ମସିହା ଥିଲାଓଡ଼ିଶା ପ୍ରଦେଶ ଜନମ ନେଲାଏପ୍ରିଲ୍ ପହିଲା ଦିନ । ଓଡ଼ିଆ କହନ୍ତି ଯେତେକ ଲୋକଏକତ୍ର ରହିଲେ ପାଇବେ ସୁଖଏକଥା ଫିରଙ୍ଗି ଭାବିସ୍ଵତନ୍ତ୍ର ରାଇଜ ଗଠନ କଲେଆନ୍ଧ୍ର ବଙ୍ଗଳାକୁ ପଡୋଶୀ କଲେପୂର୍ଣ୍ଣ…
error: Content is protected !!