ଶୌଚାଳୟ ବରଣ୍ଡାରେ ସନ୍ତାନ ଜନ୍ମ କଲେ ପ୍ରସୂତି !
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଳକ ଅଧିନସ୍ଥ ଓଡାପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଶୌଚାଳୟ ବରଣ୍ଡାରେ ସୁଇପରଙ୍କ ଦ୍ବାରା ଏକ ପୁତ୍ର ସନ୍ତାନ ଜନ୍ମଦେବା ଘଟଣା ଆଜି ଓଡାପଡା ଅଞ୍ଚଳରେ ଆଲୋଚ୍ୟର ବିଷୟ ପାଲଟିଛି ।
ସୂଚନା ଅନୁଯାୟୀ ମୋଟଙ୍ଗା ଥାନା ଅନ୍ତର୍ଗତ ବୁଢାପଙ୍କ ଗ୍ରାମର ଦୁଷ୍ମନ୍ତ!-->!-->!-->…