ଅଟୋ ଧକ୍କା ରେ ଜଣେ ଗୁରୁତର
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ରେ ଦୁର୍ଘଟଣା l ଅଟୋ ଧକ୍କା ରେ ଗୁରୁତର ହୋଇ ଜଣେ ବ୍ୟକ୍ତି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି ହୋଇଛନ୍ତି ।
ସୂଚନା ଅନୁସାରେ ଆଜି ଦିନ ଦ୍ୱିପ୍ରହର ସମୟରେ କଙ୍କଡାହାଡାହାଡ଼ ବ୍ଲକ ବଟଗାଁ ସ୍ଥିତ ଗୋଡ଼ିସାହି ଗ୍ରାମ ର ଚିନ୍ମୟ ବରାଳ!-->!-->!-->…