ବିଦ୍ୟୁତ ଦୁର୍ଘଟଣାରେ ଆହତ ଚିକତ୍ସାଧିନ ଶ୍ରମିକ ଙ୍କ ମୃତ୍ୟୁ
କଣ୍ଟାବଣିଆ ବଜାରରେ ଗତ ୧୯ ତାରିଖରେ ଘଟିଥିବା ବିଦ୍ୟୁତ ଦୁର୍ଘଟଣାରେ ଆହତ ହୋଇ କଟକରେ ଚିକତ୍ସାଧିନ ଥିବା ସଭିକୁଲ ଶେଖ( ୨୬ ) ଗତକାଲି ମୃତ୍ୟୁ ହୋଇଥିଲା ।
ମୃତ୍ୟୁ ପରେ ଶବ ବ୍ୟବଚ୍ଛେଦ କରାଯାଇ ତାଙ୍କ ନିଜ ଗ୍ରାମ ଆସାନସୋଲ ଅଞ୍ଚଳକୁ ଘର ମାଲିକ ସୁଧାଂଶୁ ଶେଖର ଦାସ ପଠାଇଛନ୍ତି । ଆଜି!-->!-->!-->…