ମହାବିରୋଡ଼ ଥାନା ପରିସରରେ ଟଳି ପଡିଲେ ଶ୍ରମିକ, ଅଂଶୁଘାତରେ ମୃତ୍ୟୁ ସନ୍ଦେହ
ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା ପରିସରରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ମୃତ ଶ୍ରମିକ ଜଣଙ୍କ ହେଲେ ମହାବିରୋଡ଼ ଗାଁର ବୁଦ୍ଧିଆ ପଧାନ। ବୁଦ୍ଧିଆଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।
ତେବେ ମହାବିରୋଡ଼ ଥାନା ଅଧିକାରୀ ଅନାଦି ଚରଣ ପଟ୍ଟାୟତଙ୍କ ସୂଚନା!-->!-->!-->…