ପାନୀୟ ଜଳ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶୁଆଖାଇକାଟେଣୀ ପଞ୍ଚାୟତ କନ୍ଧଗଡା ଗ୍ରାମରେ ପାନୀୟ ଜଳ ସମସ୍ୟାକୁ ନେଇ ଗ୍ରାମାବାସୀ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି ।ଶୁଆଖାଇକାଟେଣୀ ପଞ୍ଚାୟତ କନ୍ଧଗଡା ଗ୍ରାମରେ ୭ଶହରୁ ଅଧିକ ଲୋକ ବସବାସ କରୁଛନ୍ତି । ଗତ ୫ ବର୍ଷ ତେଳ ପାନୀୟ ଜଳ!-->…