ଦୀପରୁ ଲାଗିଲା ନିଆଁ !
ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଂଚଳ ପରିଷଦ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ବୁଦ୍ଧେଶ୍ଵର୍ ପୀଠରେ ଦୀପରୁ ନିଆଁ ଲାଗି ଜଣେ ମହିଳା ପୋଡ଼ି ହୋଇଥିବା ଜଣାଯାଇଛି । ଆଜି ପବିତ୍ର ପଣା ସଂକ୍ରାନ୍ତିରେ ଘଟିଛି ଅଘଟଣ ।
ସୂଚନା ଅନୁଯାୟୀ ,ଆଜି ମହାବିଷୁବ ପଣାସଙ୍କ୍ରାନ୍ତିରେ ବାବା!-->!-->!-->…