ଗାଡ଼ି ଉପରକୁ ବୋମା ମାଡ଼
ଜାତୀୟ ରାଜପଥ ୫୩ରେ ଶନିବାର ଅପରାହ୍ନ ୫ଟା ବେଳେ ହୋଇଛି ଡକାୟତି। ପୋଲିସ ସୂତ୍ରରୁ ପ୍ରକାଶ ଯେ, କାମାକ୍ଷାନଗର ର ଏସ ଏନ୍ ଟ୍ରେଡର ଟ୍ରକ ସକାଳୁ ଵିରାଶାଳ ରାସ୍ତାରେ କାଳିଆପାଣି ଶନିବାର ହାଟ , କୁହିକା , ସୁକିନ୍ଦା , ଡ଼ୁବୁରୀ,ମଙ୍ଗଳପୁର ଅଞ୍ଚଳ ରେ ପାନ ମସଲା ବିକ୍ରି କରି ଭୁବନ ଥାନା!-->…