ଅଷ୍ଟ ବାର୍ଷିକ ପୁରାତନ ଛାତ୍ର ଛାତ୍ରୀ ସମ୍ମିଳନୀ ଅନୁଷ୍ଠିତ
ଓଡାପଡା ବ୍ଲକ ମହେନ୍ଦ୍ରପୁର ଦାଣ୍ଡିମାଳ ସରକାରୀ ଉଚ୍ଚବିଦ୍ୟାଳୟର ଅଷ୍ଟ ବାର୍ଷିକ ପୁରାତନ ଛାତ୍ର ଛାତ୍ରୀ ସମ୍ମିଳନୀ ଅନୁଷ୍ଠିତ। ମୁଖ୍ୟ ଅତିଥି ଭାବରେ ଭାରତୀୟ ରିଜର୍ଭ ବ୍ୟାଙ୍କର ବରିଷ୍ଠ ଅଧିକାରୀ ଡା.ରବିନାରାୟଣ ମିଶ୍ର ଯୋଗଦେଇଟିଯିବା ବେଳେ ସଂମ୍ମାନୀତ ଅତିଥି ଭାବରେ ପୁରାତନ ଶିକ୍ଷକ!-->…