ଟାଟା ଷ୍ଟିଲ ବିଏସଏଲ ସମ୍ମାନଜନକ ଶକ୍ତି ଓ ପରିବେଶ ଫାଉଣ୍ଡେସନ ବିଶ୍ବ ସଷ୍ଟେନବିଲିଟି ପୁରସ୍କାର ୨୦୨୧ ରେ ସମ୍ମାନୀତ
ଟାଟା ଷ୍ଟିଲ ବିଏସଏଲ ସମ୍ମାନଜନକ ଶକ୍ତି ଓ ପରିବେଶ ଫାଉଣ୍ଡେସନ ବିଶ୍ବ ସଷ୍ଟେନବିଲିଟି ପୁରସ୍କାର ୨୦୨୧-ରେ ସମ୍ମାନୀତ ହୋଇଛି । ପରିବେଶକୁ ସୁହାଇଲାଭଳି କଂପାନିର ସପ୍ଲାଇ ଚେନ ଓ ଲଜିଷ୍ଚିକ୍ସସ ବିଭାଗର ଉତ୍କର୍ଷ ପଦକ୍ଷେପ ପାଇଁ ଗୋଲ୍ଡ କ୍ୟାଟେଗୋରୀରେ ଏହି ପୁରସ୍କାର ପ୍ରଦାନ କରାଯାଇଛି!-->!-->!-->…