ଦୁଇବର୍ଷ ହେଲା କୋଟଗରା ଉପ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା !
ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କୋଟଗରା ପଞ୍ଚାୟତର ସାଳିଆ ଗ୍ରାମରେ ୨ ରୁ ୩ ବର୍ଷ ପୂର୍ବେ ନିର୍ମାଣ ହୋଇଥିଲା ଉପସ୍ବାସ୍ଥ୍ୟ କେନ୍ଦ୍ର । ଏଠି ପାଇଁ ଯେ ଏହି ଗ୍ରାମ ଉପରେ ପାଖାପାଖି ୧୦ ଟି ଗ୍ରାମର ୫୦୦୦ ହଜାର ରୁ ଉର୍ଧ ଲୋକ ଏହିଠାରେ ନିଜର ପ୍ରାଥମିକ ଚିକିତ୍ସାର ସୁବିଧା!-->…