ରାସ୍ତାକଡ଼ରେ ଝାଡୁର ପସରା, ଗ୍ରାହକଙ୍କୁ ଚାହିଁ ବସିଛି କୋମଳମତି ରାନି
କରୋନା ସଂକ୍ରମଣ ରେ ଠପ ହୋଇ ପଡିଛି ସାରା ଭାରତ, କେଉଁଠି ଲକଡାଉନ୍ ତ କେଉଁଠି ସଟଡାଉନ୍ । କାହିଁକେତେ ଜୀବିକା ହରାଇ ବସିଛନ୍ତି ଜନ ସାଧାରଣ । କେଉଁଠି ବ୍ୟବସାୟ ବନ୍ଦ୍ କେଉଁଠି ମାନ୍ଦା କେଉଁଠି ଛଟେଇ ତ କେଉଁଠି ଦରମା କାଟ ।
ଏଥିରେ ବହୁ ମାତ୍ରାରେ ଦୁର୍ଦ୍ଦଶା ଭୋଗିଛନ୍ତି!-->!-->!-->!-->!-->…