ଢେଙ୍କାନାଳ ଜିଲ୍ଲାରେ ନୂତନ ୭୭ ଜଣ ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାରେ ନୂତନ ୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ,୬୬ ଜଣ ଘରୋଇ ସଂଗରୋଧ ରୁ ଏବଂ ଡ଼ାକ୍ତରଖାନାରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି ।
ଢେଙ୍କାନାଳ ମୁନିସିପାଲିଟି ରଥଗଡ଼ା ୩ , କଣ୍ଟାନାଳି ୩ , ଗଣେଶ ବଜାର ୨ , ଦୂର୍ଗା ବଜାର ୨ , କୋରିଆ ୨ , ମହିଷାପାଟ ୨ , ନୂଆ ଶାସନ ୧ ,!-->!-->!-->…