ସରକାରୀ କାର୍ଯ୍ୟକ୍ରମ ରେ ଅଣଦେଖା,ସରପଞ୍ଚଙ୍କ ସମୂହ ଇସ୍ତଫା
ସରକାରୀ କାର୍ଯ୍ୟକ୍ରମ ରେ ସରପଞ୍ଚ ମାନଙ୍କୁ ଅଣଦେଖା ପ୍ରତିବାଦରେ ଭୁବନ ବ୍ଲକ ର ୭ଜଣ ସରପଞ୍ଚ ଇସ୍ତଫା ପାଇଁ ଲିଖିତ ଭାବେ ଜଣାଇଛନ୍ତି ।
ଖବର ରୁ ଜଣାଯାଏ ଯେ ,ବିଜେପି ସମର୍ଥିତ ସରପଞ୍ଚ ମାନଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି । ଏନେଇ ଭୁବନ ବ୍ଲକ ବିଡିଓ ଙ୍କୁ ଜମୁନାକୋଟ ସରପଞ୍ଚ!-->!-->!-->…