ପାନୀୟଜଳ ଯୋଗାଣ ଷ୍ଟାଣ୍ଡପୋଷ୍ଟ ଭଙ୍ଗାରୁଜା ପାଇଁ ପଞ୍ଚାୟତବାସୀ ବିଡ଼ିଓଙ୍କ ଦ୍ବାରସ୍ଥ
ପାନୀୟଜଳ ଯୋଗାଇ ଦେବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବାବେଳେ ଭୁବନ ବ୍ଲକର ଯମୁନାକୋଟ ପଞ୍ଚାୟତରେ ବ୍ଯତିକ୍ରମ ଯୋଗୁଁ ପଞ୍ଚାୟତବାସୀ ଭୁବନ ବିଡିଓଙ୍କ ଦ୍ବାରସ୍ଥ ହୋଇଛନ୍ତି।
ସୂଚନା ଅନୁଯାୟୀ ୨୦୦୮-୦୯ ମସିହାରେ ଏହି ପଞ୍ଚାୟତକୁ ପାନୀୟଜଳ ଯୋଗାଇ ଦେବାକୁ ସ୍ବଜଳଧାରା ଯୋଜନା!-->!-->!-->…