ପିଲାଙ୍କ ବିଜ୍ଞାନ ଅନ୍ୱେଷଣ କେନ୍ଦ୍ର ତରଫରୁ ପରିବେଶ ଦିବସ ଉପଲକ୍ଷେ ଏକ ଅନଲାଇନ କାର୍ଯ୍ୟକ୍ରମ ଆୟୋଜିତ
ଆଜି ଅପରାହ୍ଣ ଘ୧୨.୧୫ ମିନିଟ ସମୟରେ ସାଲେପୁର ବ୍ଲକ୍ ଅନ୍ତର୍ଗତ ଭାତପଡା ଗ୍ରାମରେ ସ୍ଥାପିତ ପିଲାଙ୍କ ବିଜ୍ଞାନ ଅନ୍ୱେଷଣ କେନ୍ଦ୍ର ତରଫରୁ ପରିବେଶ ଦିବସ ଉପଲକ୍ଷେ ଏକ ଅନଲାଇନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା।
ପିଲାଙ୍କ ବିଜ୍ଞାନ ଅନ୍ୱେଷଣ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ରମାକାନ୍ତ!-->!-->!-->…